ଦିନରେ ଦୁଇଥର ଦର୍ଶନ ଦେଇ ସମୁଦ୍ରରେ ବୁଡ଼ିଯାଇଥାଏ ଏହି ମନ୍ଦିର

ଗୁଜୁରାଟ ରେ ଥିବା ସ୍ତମ୍ଭାଶ୍ୱର ମନ୍ଦିର ମହାଦେବ ଙ୍କ ର ଏକ ପ୍ରମୁଖ ମନ୍ଦିର ଅଟେ I ଏହା ଦିନ ରେ ଦୁଇଥର ଦର୍ଶନ ଦେବା ପରେ ସମୁଦ୍ରରେ ବୁଡି ଯାଇଥାଏ I

ଆମ ଦେଶ ରେ ଅନେକ ଯୁଗ ଯୁଗ ରୁ ଦେବୀ ଦେବତା ଙ୍କ ପ୍ରତି ମାନ୍ୟତା ରହି ଆସିଛି I ଭାରତ ରେ ଅନେକ ଦେବା ଦେବୀ ଙ୍କ ର ମନ୍ଦିର ମଧ୍ୟ ରହିଛି I ଯେପରି ବୈଷ୍ଣବଦେବୀ , କେଦାରନାଥ ବଦ୍ରୀନାଥ ପରି ମନ୍ଦିର ରହିଛି I ଏହି ସବୁ ମନ୍ଦିର ଆମ ଦେଶ ରେ ଅନେକ ଯୁଗ ଯୁଗ ରୁ ରହି ଆସିଛି I କିନ୍ତୁ ଆପଣ ଏପରି କୌଣସି ମନ୍ଦିର ବିଷୟ ରେ ଶୁଣି ନ ଥିବେ ଯାହା କି ଦିନ ରେ ପାଣି ରେ ଆପେ ବୁଡ଼ିଯାଇଥାଏ I

ଶିବପୁରାଣ ରେ ମଧ୍ୟ ଏହି ମନ୍ଦିର ବିଷୟ ରେ ଅନେକ କିଛି ଉଲେଖ ରହିଛି I
ଗୁଜୁରାଟ ରେ ଥିବା ସ୍ତମ୍ଭାଶ୍ୱର ମନ୍ଦିର ବିଷୟ ରେ ରୁଦ୍ର ସଂହିତା ଭାଗ 2 ରେ ଉଲେଖ ରହିଛି I ଏହି ମନ୍ଦିର ର ସନ୍ଧାନ ଆଜି ଠାରୁ 150 ବର୍ଷ ତଳେ ହେଇଥିଲା I ଏହି ଗୁଜୁରାଟ ରେ ଥିବା ସ୍ତମ୍ଭାଶ୍ୱର ମନ୍ଦିର ଟି ବଡୋଦରା ରୁ 40 କିମି ଦୂର ରେ ଆରବ ସାଗର ରେ ରହିଛି I ଏଠାରେ ଥିବା ଶିବଲିଙ୍ଗ ଟି 4 ଫୁଟ ଉଚତା ଓ 2 ଫୁଟ ବ୍ୟାସ ର ଅଟେ I

କେଉଁ କାରଣ ରୁ ଉଭେଇ ଯାଇଥାଏ
ଏହି ଶିବଲିଙ୍ଗ ର ଦର୍ଶନ ଆପଣ ଦିନ ରେ କେବଳ 1 ଥର ହିଁ କରିପାରିବେ I ଅନ୍ୟ ସମୟ ରେ ଏହା ପାଣି ରେ ବୁଡ଼ିଯାଇଥାଏ I କାରଣ ମନ୍ଦିର ଟି ସମୁଦ୍ର କୁଳ ରେ ରହିଥାଏ , ତେଣୁ ସମୁଦ୍ର ଜୁଆର ରେ ମନ୍ଦିର ଟି ବୁଡ଼ିଯାଇଥାଏ I ମନ୍ଦିର ଟି ଜଳମଗ୍ନ ହେଇଯାଇଥିବା ସମୟ ରେ ସେଠାକୁ ଯିବାକୁ କାହାରିକୁ ଅନୁମତି ନ ଥାଏ I

କଣ ରହିଛି ପୌରାଣିକ କଥା
ପୌରାଣିକ କଥା ର ମାନ୍ୟତା ଅନୁସାରେ ଏଠାରେ ତଡାକାସୁର ତପସ୍ୟା କରିଥିଲା ଏବଂ ମହାଦେବ ଶିବ ଙ୍କୁ ସେ ଏଠାରେ ପ୍ରସନ୍ନ କରିଥିଲା I ଏବଂ ସେଠାରେ ମହାଦେବ ଙ୍କୁ ତାଙ୍କ ପୁତ୍ର ହାତ ରେ ମୃତ୍ୟୁ ପ୍ରାପ୍ତି କରିବାକୁ ବର ମାଗିଥିଲେ I ଏହା ପରେ ପ୍ରଭୁ କାର୍ତିକ ଙ୍କ ର ଜନ୍ମ ହେଇଥିଲା I ଏହି ସମୟ ରେ କାର୍ତ୍ତିକେୟ ଖୁବ ଆତ୍ମଗ୍ଲାନି ସ୍ଵଭାଵ ର ଭଗବାନ ବିଷ୍ଣୁ ସେଠାରେ ଏକ ମହାଦେବ ଙ୍କ ର ମନ୍ଦିର ସ୍ଥାପନା କରି ପ୍ରତୋକ ଦିନ କ୍ଷମା ମାଗିବାକୁ କହିଥିଲେ I ତେଣୁ ସମୁଦ୍ର ଆଜି ମଧ୍ୟ ଏହି ମନ୍ଦିର ପାଖ କୁ ଆସି କ୍ଷମା ମାଗିଥାଏ I ଶିବଲିଙ୍ଗ ସ୍ଥାପନ ଦିନ ଠାରୁ ହିଁ ଏହା ସ୍ତମ୍ଭାଶ୍ୱର ମନ୍ଦିର ନାମ ରେ ପରିଚିତ ଅଟେ I