ସ୍ତ୍ରୀ ଙ୍କର ବୟସ ସ୍ୱାମୀ ଠାରୁ ଅଧିକ ହେଇଥିଲେ ଏଥିରେ କଣ ରହିଥାଏ କ୍ଷତି , ସବୁ ପୁରୁଷ ଙ୍କୁ ଜଣ ରହିବା ଦରକାର ଏହି କଥା

ବିବାହ ଏକ ଏପରି ସମ୍ପର୍କ ହେଇଥାଏ ଯେଉଁଥିରେ ଉଭୟ ପତି ପତ୍ନୀ ଙ୍କ ମଧ୍ୟ ରେ ଠିକ ବୁଝାମଣା ରହିବା ଆବଶ୍ୟକ ରହିଥାଏ I ଉଭୟ ଙ୍କ ମଧ୍ୟ ରେ ବିଶ୍ୱାସ ଓ ଭରସା ରହିବା ମଧ୍ୟ ଜରୁରୀ ହେଇଥାଏ I ନଚେତ ଏହି ପ୍ରେମ ର ସମ୍ପର୍କ ରେ ଘୃଣା ଭାବ ଆସିବା କୁ ବେଶୀ ସମୟ ଲାଗି ନ ଥାଏ I

କଣ ଆପଣ ଜାଣନ୍ତି ବିବାହ ସମୟ ରେ ଉଭୟ ପତି ପତ୍ନୀ ଙ୍କ ବୟସ ର କେତେ ଅନ୍ତର ରହିବା ଜରୁରୀ ହେଇଥାଏ I ଅନେକ ବିବାହ ରେ ପୁଅ ଝିଅ ଙ୍କ ମଧ୍ୟ ରେ ବୟସ ର ଫରକ ଅଧିକ ରହିଥାଏ I

ବର୍ତମାନ ଆପଣ ନିଜେ ମଧ୍ୟ ଭାବୁଥିବେ କି ଏହି ବୟସ ର ଅନ୍ତର ଅନୁସାରେ ହିଁ ଏହା ଆପଣ ଙ୍କ ର ଜୀବନଶୈଳୀ ମଧ୍ୟ ରେ ଅନ୍ତର ଆଣିଥାଏ I

ବୟସ ର ଅନ୍ତର ଅନଶୁୟାରେ ହିଁ ତାଙ୍କ ଚିନ୍ତାଧାରା ପରିବର୍ତନ ହେଇଥାଏ I ଏବଂ ଉଭୟ ଙ୍କ ମଧ୍ୟ ରେ ସଠିକ ଭୁଝାମଣା ରହି ନ ଥାଏ I ପୁଅ ଝିଅ ମଧ୍ୟ ରେ ବୟସ ର ଅନ୍ତର ଅଧିକ ଥିଲେ ବିବାହ କରିବା ଉଚିତ ନୁହେଁ , ତେବେ ଚାଲନ୍ତୁ ଜାଣିବା ଏହି ଘଟଣା ର କଣ ରହିଛି କାରଣ I

ସେକ୍ସ ଲାଇଫ ଖରାପ ହେଇଥାଏ : 30 ବର୍ଷ ବୟସ ଅତିକ୍ରମ କରିବା ପରେ ସେକ୍ସ ପ୍ରତି ଲୋକ ଙ୍କ ର ରୁଚି ରହି ନ ଥାଏ I ଯଦି ମହିଳା 30 ବର୍ଷ ବୟସ ପାର ହେଇଥାନ୍ତି ପୁଅ 30 ବର୍ଷ ବୟସ ରୁ କମ ଅଟନ୍ତି ତେବେ ଉଭୟ ଙ୍କ ର ସେକ୍ସ ଲାଇଫ ଠିକ ରହି ନ ଥାଏ I

ଚିନ୍ତାଧାର ମିଶି ନ ଥାଏ : ଯଦି କୌଣସି ସମ୍ପର୍କ ରେ ଦୁଇ ଜଣଙ୍କ ର ମନ ଏକ ହେଇ ନ ଥାଏ ତେବେ ଏହି ସମ୍ପର୍କ ବେଶୀ ଦିନ ରହି ନ ଥାଏ ଓ ଏପରି ପ୍ରେମ ସମ୍ପର୍କ ଚିର ସ୍ଥାଇ ରହି ନ ଥାଏ I ମନ ନ ମିଶିବା ଦ୍ୱାରା ଦମ୍ପତି ମାନେ ପରସ୍ପର ପ୍ରତି ପ୍ରେମ ଭାବନା ଆଣିପାରନ୍ତି ନାହିଁ I

ପରସ୍ପର କୁ ବୁଝିବା ରେ ସମସ୍ୟା :ବୟସ ର ଅନ୍ତର ଅଧିକ ରହିଲେ ପତିପତ୍ନୀ ପରସ୍ପର କୁ ବୁଝିବା ରେ ମଧ୍ୟ ସମସ୍ୟା ହେଇଥାଏ I ଯାହା ଦ୍ୱାରା କି ପତିପତ୍ନୀ ଙ୍କ ସମ୍ପର୍କ ରେ ମଧୁରତା ରହି ନ ଥାଏ I ଏପରି କ୍ଷେତ୍ର ରେ ପତିପତ୍ନୀ ନିଜ ର ବୈବାହିକ ଜୀବନ କୁ ଠିକ ରେ ଉପଭୋଗ କରିପାରନ୍ତି ନାହିଁ I

ଚଳଣି ରେ ପରିବର୍ତନ : ଅଧିକ ବୟସ ର ବ୍ୟବଧାନ ଦ୍ୱାରା ପତି ପତ୍ନୀ ଙ୍କ ର ଚଳଣି ରେ ମଧ୍ୟ ଫରକ ଆସିଥାଏ I ତେଣୁ କେହି ମଧ୍ୟ ନିଜ ଜୀବନଶୈଳୀ ରେ ପରିବର୍ତନ ଆଣିବାକୁ ଚାହାନ୍ତି ନାହିଁ I ଯାହା ଦ୍ୱାରା କି ନାନା ସମସ୍ୟା ର ସମୁଖୀନ ହେବାକୁ ପଡ଼ିଥାନ୍ତି I

ପିଢ଼ି ପରେ ପିଢ଼ି
ଅନେକ ସମୟ ରେ ଦେଖିବାକୁ ମିଳିଥାଏ କି ଅନେକ କ୍ଷେତ୍ର ରେ ଚାକିରୀ ପାଁଇ ଅପେକ୍ଷ୍ୟ ରେ ଲୋକେ ଲେଟ ରେ ବିବାହ କରିଥାନ୍ତି ଯାହା ଦ୍ୱାରା କି ତାଙ୍କୁ ଖୁବ କମ ବୟସ ର ଯୁବତୀ ଙ୍କ ସହ ବିବାହ କରିବାକୁ ପଡିଥାଏ I ଏପରି ସ୍ତିତି ରେ ସମ୍ପର୍କ ରେ ଏକ ପିଢ଼ି ର ବ୍ୟବଧାନ ରହିଥାଏ ଯାହା କି ବୈବାହିକ ଜୀବନ ପାଁଇ ହାନିକାରକ ହେଇପାରେ I