ସ୍ତ୍ରୀ ଶରୀର ର କେଉଁ ଭାଗ ସବୁଠାରୁ ପବିତ୍ର ହେଇଥାଏ; ଜଣିକି ଆଶ୍ଚର୍ଜ୍ୟ ହେବେ ଆପଣ !

ଆପଣ ସମସ୍ତେ ଜାଣିଛନ୍ତି କି ଏହାକୁ ବୁଝିବା ବହୁତ କଷ୍ଟ ହେଇଥାଏ I କେହି ବି ଆଜିପର୍ଯ୍ୟନ୍ତ ତାଙ୍କ ଶକ୍ତି କୁ ଜାଣିପାରିନାହାନ୍ତି କି ତାଙ୍କ ଭାବନାକୁ କେହି ଅଟକାଇ ପାରି ନାହାନ୍ତି I

ରୁଷି ମୁନି ଙ୍କ କହିବା ଅନୁସାରେ ଜଣେ ବ୍ରାହ୍ମଣ ଙ୍କ ଗୋଡ଼ ପବିତ୍ର ହେଇଥାଏ ଓ ଏକ ଗାଈ ର ପଛ ଭାଗ ପବିତ୍ର ହେଇଥାଏ ଆଉ ଏକ ଛେଳି କିମ୍ବା ଘୋଡା ର ମୁହଁ ପବିତ୍ର ହେଇଥାଏ I କିନ୍ତୁ ଯଦି ଆପଣ କୌଣସି ମହିଳା ଙ୍କ ର କେଉଁ ଅଙ୍ଗ ପବିତ୍ର ବୋଲି ଦେଖିବା ତ ଜଣେ ମହିଳା ର ସବୁ ଅଙ୍ଗ ହିଁ ପବିତ୍ର ହେଇଥାଏ I

ଏହା ର ଉଦାହରଣ ଆମ ଦେଶ ରେ କେରଳ ରାଜ୍ୟ ରେ ସେଠାକାର ସ୍ତ୍ରୀ ଙ୍କୁ ପୂଜା କରାଯାଇଥାଏ I ଏବଂ ସେଠାକାର ପୁରୁଷ ମାନେ ନିଜ ସ୍ତ୍ରୀ ଙ୍କ ର ପାଦ ମଧ୍ୟ ଛୁଇଥାନ୍ତି I ନର୍ଥ ଇଣ୍ଡିଆ ରେ ଏପରି କାମ କୁ ପାପ ବୋଲି ଲୋକେ ମାନିଥାନ୍ତି କିନ୍ତୁ କେରଳ ଏହା କୁ ପୁର୍ଣ ବୋଲି ମାନିଥାନ୍ତି I

ତ ସେହି ଅଂଚଳରେ ଭଗବାନ କାହିଁକି ବାସ କରିବେ ନାହିଁ ଯେଉଁଠାରେ ସ୍ତ୍ରୀ ଙ୍କୁ ଏତେ ସଂମାନ ଦିଆ ଯାଇଥାଏ I ଜଣେ ସ୍ତ୍ରୀ ସବୁ ସ୍ଥାନ ରୁ ପବିତ୍ର ହେଇଥାଏ I