ଅନେକ ବର୍ଷ ହେବ ଆପଣ ଦେଖୁଥିବେ ଲୋକେ ଅନ୍ୟ ଖେଳ ଅପେକ୍ଷ୍ୟା କ୍ରିକେଟ ଖେଳ କୁ ଅଧିକ ଗୁରୁତ୍ୱ ଦେଇଥାନ୍ତି I ପ୍ରତୋକ ଭାରତୀୟ କ୍ରିକେଟର ଜଣେ ଜଣେ ସୁପର ଷ୍ଟାର ଙ୍କ ପରି ଅଟନ୍ତି I ଆଜି ଆମେ ଭାରତୀୟ କ୍ରିକେଟ ଟିମ ର କିଛି ଏପରି ଖେଳାଳି ଙ୍କ ର ବିଷୟ ରେ ହିଁ କହିବା କୁ ଯାଉଛେ ଯେଉଁମାନେ ନିଜ ର ଖାଦ୍ୟ ପେୟ କୁ ନେଇ ବେଶ ଚର୍ଚା କୁ ଆସିଛନ୍ତି I ତେବେ ଚାଲନ୍ତୁ ଜାଣିବା ଏପରି 5 ଜଣ ଖେଳାଳି ଙ୍କ ର ବିଷୟ ରେ I
ଭାରତୀୟ ଟିମ ର ପୂର୍ବ କ୍ୟାପଟେନ ଧମେନ୍ଦ୍ର ସିଂ ଧୋନି ଜଣେ ଶୁଦ୍ଧ ସାକାହାରୀ ବ୍ୟକ୍ତି ଅଟନ୍ତି I ପୂର୍ବ ରୁ ସେ ମାଛ ମାସ ସେବନ କରୁଥିଲେ କିନ୍ତୁ ଆଜିକା ସମୟ ରେ ଶୁଦ୍ଧ ସାକାହାରୀ ଖାଦ୍ୟ ହିଁ ସେବନ କରୁଛନ୍ତି I ସେ ନିଜ ସ୍ଵାସ୍ତ୍ୟ ର ବିଶେଷ ଧ୍ୟାନ ରଖିଥାନ୍ତି I
ଭାରତୀୟ ଟିମ ର ପୂର୍ବ ଓପନର ବୀରେନ୍ଦ୍ର ସେହେବାଗ ଯାହା ଙ୍କୁ ଆପଣ ଟେଷ୍ଟ କ୍ୟାରିୟର ରେ ଟ୍ରିପଲ ସେନ୍ଚୁରୀ ମାରିବା ର ଦେଖିଥିବେ I ସେ ଧୁମ୍ରପାନ ଆଦି କୁ ଘୃଣା କରିଥାନ୍ତି I ଏହା ସହ ସେ ସାକାହାରୀ ଭୋଜନ ହିଁ ପସନ୍ଦ କରିଥାନ୍ତି I
ଭାରତୀୟ ଟିମ ର ବର୍ତମାନ ର କ୍ୟାପଟେନ ବିରାଟ କୋହଲି ମଧ୍ୟ ନିଜ ର ଖେଳ ର ପ୍ରତିଭା କୁ ନେଇ ବେଶ ଚର୍ଚା ରେ ରହିଛନ୍ତି I ସେ ନିଜ ର ଖେଳ ପ୍ରତିଭା ରେ ଅନେକ ବଡ଼ ବଡ଼ ରେକର୍ଡ କରିଛନ୍ତି I କିନ୍ତୁ ସେ ମଧ୍ୟ ନିଜ ସ୍ଵାସ୍ତ୍ୟ ର ବିଶେଷ ଧ୍ୟାନ ରଖନ୍ତି ଓ ସାକାହାରୀ ଖାଦ୍ୟ ହିଁ ସେବନ କରିଥାନ୍ତି I
ଭାରତୀୟ ଟିମ ର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ମଧ୍ୟ ଜଣେ ସାକାହାରୀ ବ୍ୟକ୍ତି ଅଟନ୍ତି I ସେ ମାଂସ ଆଦି ସେବନ କରିବା କୁ ପସନ୍ଦ କରନ୍ତି ନାହିଁ I ତେଣୁ ସାକାହାରୀ ଖାଦ୍ୟ ହିଁ ସେବନ କରିଥାନ୍ତି I ରୋହିତ ନିଜ ର ୱାନଡେ କ୍ୟାରିୟର ରେ ଟ୍ରିପଲ ସେନ୍ଚୁରୀ କରିବା ରେ ବଡ଼ ରେକର୍ଡ କରିଛନ୍ତି I
ଭାରତୀୟ କ୍ରିକେଟ ଟିମ ର ସବୁଠାରୁ ଲୋକପ୍ରିୟ କ୍ରିକେଟର ସଚିନ ତେନ୍ଦୁଲକର ନିଜ ର କ୍ରିକେଟ କ୍ୟାରିୟର ରେ ଅନେକ ବଡ଼ ବଡ଼ ରେକର୍ଡ କରିଛନ୍ତି ସେ କ୍ରିକେଟ ଜଗତ ର ଭଗବାନ ବୋଲି ମଧ୍ୟ ପରିଚିତ ଅଟନ୍ତି I ସଚିନ ମଧ୍ୟ ସାକାହାରୀ ଖାଦ୍ୟ ହିଁ ଗ୍ରହଣ କରିଥାନ୍ତି I
ଶୁଦ୍ଧ ସାକାହାରୀ ଅଟନ୍ତି ଏହି ୫ ଜଣ କ୍ରିକେଟର, ଚାରି ନମ୍ବର ଖେଳାଳିତ ଆଇଁସ ଦେଖିଲେ ସେଠିକି ଯାଏ ନାହିଁ
