ସୁନସାନ ଜାଗାରେ ଅନ୍ତରଙ୍ଗ ମୁହୂର୍ତ୍ତ ସମୟରେ ଧରାପଡିଥିଲେ ଭିଣୋଇ ଓ ଶାଳୀ, ଆଉ ତାପରେ ଯାହା ହେଲା ଜାଣିଲେ …

ଦୁନିଆରେ ଏପରି ଅନେକ ଘଟଣା ଘଟିଯାଇଥାଏ ଯାହା ଶୁଣି ଆପଣ ମଧ୍ୟ ଆଶ୍ଚୟ ହେବେ I ଆଜି ଆମେ ଏହିପରି ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ ଯାହା କି ଜିଯା ଓ ଶାଳୀ ଙ୍କ ବିଷୟ ରେ ଅଟେ I ଦୁହେଁ ନିଛାଟିଆ ରାତି ରେ ଏକାକୀ ଧରା ପଡ଼ିଥିଲେ I

ରାଜସ୍ଥାନ ର ବୁନ୍ଦୀ ପୋଲିସ କନେଷ୍ଟବଳ ଅଭିଷେକ ଶର୍ମା ଙ୍କ ର ହତ୍ୟା କାଣ୍ଡ ର ଅରୋପୀ ତାଙ୍କ ଶାଳୀ ଓ ତାଙ୍କ ପ୍ରେମିକ ଙ୍କ କୁ ପୋଲିସ ରିମାଣ୍ଡ ରେ ନେଇଛି I ମୃତ୍ୟୁ ର ଦୀର୍ଘ 110 ଦିନ ପରେ ତାଙ୍କ ର ସବ ସତ୍କାର କରାଯାଇଛି I ବୁନ୍ଦୀ ଥାନା ର ଏସପି ସତନ୍ମ ସିଂ ଙ୍କ କହିବା ଅନୁସାରେ କନଷ୍ଟେବଳ ଅଭିଷେକ ଙ୍କ ର ହତ୍ୟା ତାଙ୍କ ଶାଳୀ ଶ୍ୟାମା ଶର୍ମା ତାଙ୍କ ପ୍ରେମୀ ଙ୍କ ସହ ମିଶି କରିଥିଲେ I ଶ୍ୟାମା ଙ୍କ କହିବା ଅନୁସାରେ ସେ ଅଭିଷେକ ଙ୍କ ଘରେ 20 ଦିନ ଘରେ ରହିଥିଲେ ଓ ଉଭୟ ଙ୍କ ମଧ୍ୟ ରେ ପ୍ରେମ ସମ୍ବନ୍ଧ ରହିଥିଲା I ଏହାପରେ ପାରିବାରିକ ବିବାଦ କୁ ନେଇ ଏହି ହତ୍ୟା କରିବା କୁ ସେ ବାଧ୍ୟ ହେଇଥିଲେ I

ଅଭିଷେକ ତାଙ୍କ ଶାଳୀ ଶ୍ୟାମା ଙ୍କୁ ଛାଡିବା କୁ ନାରାଜ ଥିଲେ ତେଣୁ ଶ୍ୟାମା ତାଙ୍କ ପ୍ରେମୀ ଙ୍କ ସହ ମିଶି ଏହି ଅଘଟଣ ଘଟାଇଥିଲେ I ଶ୍ୟାମା ହତ୍ୟାକାଣ୍ଡ ର ଏକ ଯୋଜନା କରିଥିଲେ ଓ ରାତିରେ ଅଭିଷେକ ଙ୍କୁ ଏକ ନିଛାଟିଆ ସ୍ଥାନ କୁ ଡାକିଥିଲେ I ଏହି ହତ୍ୟା କାଣ୍ଡ 28 ଅଗଷ୍ଟ ରାତିରେ ଘଟିଥିଲା I ରାତି 12 ଘଟିକା ସମୟ ରେ ଅଭିଷେକ ସେହୁ ସ୍ଥାନ ରେ ପହଂଚିବା ପରେ ଶ୍ୟାମା ତାଙ୍କ ମୁଣ୍ଡ ରେ ଏକ ଲୁହା ରେ ମାଡ ମାରିଥିଲେ I ଯାହା ଦ୍ୱାରା କି ତାଙ୍କ ର ମୃତ୍ୟୁ ହେଇଥିଲା I

ଏହାପରେ 5 ସେପ୍ଟେମ୍ବର ରେ ଅବିଷେକ ଙ୍କ ର ନିଖୋଜ ଥିବାର ରିପୋର୍ଟ ଥାନା ରେ ଲେଖାଯାଇଥିଲା I

ବୁନ୍ଦୀ ପୋଲିସ ଅଧିକାରୀ ଙ୍କ କହିବା ଅନୁସାରେ ଅବିଷେକ ଙ୍କ ର ବିବାହ ମାଧପୁର ଜରବଡ ଗ୍ରାମ ର ଦିବ୍ୟ ଙ୍କ ସହ ହେଇଥିଲା I ବିବାହ ପରେ ଦିବ୍ୟ ଙ୍କ ସମ୍ପର୍କୀୟ ଭଉଣୀ ଶ୍ୟାମା ତାଙ୍କ ଘର କୁ ଯିବା ଆସିବା ଚାଲିଥିଲା I କିନ୍ତୁ ଧୀରେ ଧୀରେ ଅବିଷେକ ଓ ଶ୍ୟାମା ଙ୍କ ମଧ୍ୟ ରେ ପ୍ରେମ ସମ୍ବନ୍ଧ ଗଢି ଉଠିଥିଲା I କିନ୍ତୁ ଏହି ପ୍ରେମ ସମ୍ବନ୍ଧ ବିଷୟ ରେ ଦିବ୍ୟ ଜାଣିବା ପରେ ପାରିବାରିକ ବିବାଦ ଆରମ୍ଭ ହେଇଥିଲା I ଏହା ପରେ ଶ୍ୟାମା 28ତାରିଖ ରାତିରେ ଅବିଷେକ ଙ୍କୁ ନିଛାଟିଆ ସ୍ଥାନ କୁ ଡାକି ହତ୍ୟା କରିଥିଲେ I

ଅବିଷେକ ଙ୍କ ମୃତ୍ୟୁ ର 110 ଦିନ ପରେ ତାଙ୍କ ର ଅନ୍ତିମ ସଂସ୍କର ହେଇଥିଲା I