ବିଶ୍ୱକପରେ କେବେବି ଶୂନ୍ୟରେ ଆଉଟ ହେଇ ନାହାନ୍ତି ବିଶ୍ୱର ଏହି ୪ଜଣ ବ୍ୟାଟ୍ସମ୍ୟାନ; ନମ୍ବର ୩ହେଉଛନ୍ତି ଭାରତର ସବୁଠୁ ବଡ ଖେଳାଳି

ମାର୍ଟିନ ଗଲ୍ଫ ଜଣେ ନ୍ୟୁଜଲାଣ୍ଡ କ୍ରିକେଟର ଅଟନ୍ତି I ତାଙ୍କର ଜନ୍ମ 30 ସେପ୍ଟେମ୍ବର 1986 ରେ ହେଇଥିଲା I ମାର୍ଟିନ ଗଲ୍ଫ , ସଚିନ ତେନ୍ଦୁଲକର , ବୀରେନ୍ଦ୍ର ସେହେବାଗ , ରୋହିତ ଶର୍ମା ଓ କ୍ରିସ ଗେଲ ଅନ୍ତରାଷ୍ଟ୍ରୀୟ କ୍ରିକେଟ ମ୍ୟାଚ ରେ ବେଶ ଭଲ ଶତକ କରିଛନ୍ତି I

କ୍ରିକେଟ ଜଗତ ରେ 4 ଜଣ ଭଲ ବ୍ୟାଟ୍ସମ୍ୟାନ ଯେଉଁମାନେ କି ଜୀବନ ରେ କେବେ ହେଲେ ଶୂନ୍ୟ ରେ ଆଉଟ ହେଇନାହାନ୍ତି I

1.ମାର୍ଟିନ ଗପଟିଲ
ୱାନଡେ ୱାର୍ଲଡ କପ କ୍ରିକେଟ ଟୁର୍ନାମେଣ୍ଟ ରେ ସବୁଠାରୁ ବଡ଼ ସ୍କୋର କରିଥିଲେ ନ୍ୟୁଜଲାଣ୍ଡ ଟିମ ର ମାର୍ଟିନ ଗଲ୍ଫ ଙ୍କୁ ଜଣେ ଭଲ ବ୍ୟାଟ୍ସମ୍ୟାନ କୁହାଯାଇଥାଏ I ସେ 19 ମ୍ୟାଚ ରେ 6046 ପ୍ରତିସଦ ରେ 907 ରନ କରିଥିଲେ I ସେ କେବେ ହେଲେ ଜିରୋ ରେ ଆଉଟ ହେଇ ନ ଥିଲେ I

2.ହସିମ ଅମଲା
ଦକ୍ଷିଣ ଆଫ୍ରିକା ର ଓପନ୍ର ବ୍ୟାଟ୍ସମ୍ୟାନ ହସିମ ଅମଲା ମଧ୍ୟ 17 ଗୋଟି ମ୍ୟାଚ ରେ 38.70 ପ୍ରତିସଦ ରେ 658 ରନ କରିଛନ୍ତି I ସେ କେବେ ହେଲେ ଜିରୋ ରେ ଆଉଟ ହେଇନାହାନ୍ତି I

3.ବିରାଟ କୋହଲି
ଭାରତୀୟ କ୍ରିକେଟ ଟିମ ର କ୍ୟାପଟେନ ବିରାଟ କୋହଲି ବିଶ୍ୱକପ ରେ 18 ଗୋଟି ମ୍ୟାଚ ରେ 40.33 ପ୍ରତିସଦ ରେ 107 ରନ କରି ସବୁଠାରୁ ଅଧିକ ସ୍କୋର 605 ରନ କରିଥିଲେ I ସେ କେବେ ହେଲେ ଜିରୋ ରେ ଆଉଟ ହେଇନାହାନ୍ତି I

4.ଫାଂଫ ଡୁ ପ୍ଲେସିସ
ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ ର କ୍ରିକେଟର କ୍ୟାପଟେନ ଫାଂଫ ଡୁ ପ୍ଲେସିସ ବିଶ୍ୱ କ୍ରିକେଟ ଟୁର୍ନାମେଣ୍ଟ ରେ କେବେ ହେଲେ ଜିରୋ ରେ ଆଉଟ ହେଇନାହାନ୍ତି I ସେ 17 ମ୍ୟାଚ ରେ 49.53 ପ୍ରତିସଦ ରେ 644 ମୋଟ ରନ କରିଛନ୍ତି I