ଭାରତୀୟ ସିନେମା ଅର୍ଥାତ ବଲିଉଡ ଇଣ୍ଡଷ୍ଟ୍ରି ସାରା ଦୁନିଆ ରେ ବେଶ ସୁପରିଚିତ ଅଟେ Iତେବେ ଆଜି ଆମେ ଭାରତୀୟ ସିନେମା ର ସୁପର ଷ୍ଟାର ଅଭିନେତା ୟସ ଙ୍କ ବିଷୟ ରେ କହିବା କୁ ଯାଉଛୁ ଯାହା ଙ୍କୁ ଆପଣ ବିଗତ ଦିନ ରେ KGF ଫିଲ୍ମ ରେ ଦେଖିଥିବେ ଓ ଆଗାମୀ ସମୟ ରେ ମଧ୍ୟ ଏହି ଫିଲ୍ମ ର ଦ୍ୱିତୀୟ ଭାଗ ରେ ଦେଖିବା କୁ ପାଇବେ I
ଅଭିନେତା ୟସ ଙ୍କ ର ଆଗାମୀ ଫିଲ୍ମ KGF 2 ବିଷୟ ରେ ଆଜି ଆମେ ଆଲୋଚନା କରିବା I ଯେପରି କି ଆପଣ ଜାଣିଥିବେ 2018 ରେ ରିଲିଜ ହେଇଥିବ ଫିଲ୍ମ KGF ଏକ ଆକ୍ସନ ଫିଲ୍ମ ଥିଲା ଏବଂ ଏହା ଏକ ଲୋକପ୍ରିୟ ଫିଲ୍ମ ହେଇପାରିଥିଲା I ତେବେ ପାର୍ଟ 2 ଫିଲ୍ମ ରେ ଆପଣ ଅଭିନେତା ସଞ୍ଜୟ ଦତ୍ତ ଓ ଶ୍ରୀନିଧି ସେଠୀ ଙ୍କୁ ଦେଖିବା କୁ ମଧ୍ୟ ପାଇବେ I
KGF 2 ଫିଲ୍ମ ଟି ଆଗାମୀ 2020 ମସିହା ଅପ୍ରେଲ ମାସ ରେ ରିଲିଜ ହେବାକୁ ଯାଉଛି I ଏହି ଫିଲ୍ମ ର ପ୍ରଥମ ପୋଷ୍ଟର ମଧ୍ୟ ରିଲିଜ ହେଇଯାଇଛି ଓ ଏହା ଏକ ଘଣ୍ଟା ରେ ପ୍ରାୟ 7.2 K ଲାଇକ ଆସିଛି I ଏହା ୟସ ଙ୍କ ପାଇ ଏକ ବହୁତ ବଡ଼ ରେକର୍ଡ ଅଟେ I
KGF-2: ସୁପରଷ୍ଟାର ୟସଙ୍କ ନାମରେ ଲେଖା ହେଲା ଆଉ ଏକ ବଡ଼ ରେକର୍ଡ, ଏପରି କରିଥିବା ପ୍ରଥମ ଅଭିନେତା
