ଜୋରଦାର ଭାଇରଲ ହେଉଛି Sura Routଙ୍କ ଏହି ଗାଳି ଭିଡ଼ିଓ, ଗରିବ ଲୋକଙ୍କୁ କହିଲେ ଏମିତି

ନମସ୍କାର ବନ୍ଧୁଗଣ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଗୋଟିଏ ଭିଡିଓ। ସେ ଭିଡ଼ିଓଟି ହେଉଛି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ନା ସୁର ରାଉତରାୟଙ୍କ ଭିଡିଓ। ସେହି ଭିଡିଓରେ ସୁର ରାଉତରାୟ ଯେଉଁ ଭଳି ଭାଷା ବକୁଛନ୍ତି ତାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି। ଆସନ୍ତୁ ଜାଣିବା ଏହାର ଉପରେ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ।

ସୁର ରାଉତରାୟଙ୍କର ଆଜି ଜନ୍ମଦିନ ଥିଲା, ସେ କିଛି ଗରୀବ ଲୋକମାନଙ୍କୁ ଏବଂ କିଛି ଗାଁ ଲୋକଙ୍କୁ ପାଖକୁ ଯାଇ କିଛି ପଇସା ଏବଂ କିଛି ଉପହାର ମଧ୍ୟ ବାଣ୍ଟୁ ଥିଲେ ଆଉ ଦେଖା ଯାଇଛି ଯେ ଭିଡିଓରେ ସେହି ସମୟରେ ସେ ଅଭଦ୍ର ଭାଷାରେ ଗାଳି କରିଛନ୍ତି।

ଆପଣମାନେ ଜାଣିଥିବେ ସୁରେଶ କୁମାର ରାଉତରାୟ ବା ସୁର ରାଉତରାୟ ସେ ତାଙ୍କ ଡାଇଲଗ୍ ଏବଂ କଥା କହିବା ଶୈଳୀରେ ସେ ଆଜି ସାରା ଓଡ଼ିଶାରେ ପ୍ରସିଦ୍ଧ ହୋଇଛନ୍ତି। ଆପଣମାନେ ଜାଣିଥିବେ ସୁର ରାଉତରାୟ ଯାହା କୁହନ୍ତି ଫେସ୍ ଟୁ ଫେସ୍ କୁହନ୍ତି ଏବଂ ମୁହଁରେ କୁହନ୍ତି। କହିବାକୁ ଗଲେ ଦର୍ଶକବନ୍ଧୁ ସୁର ରାଉତରାୟ ଏଠି ଯେଉଁ ଭାଷା ବକିଛନ୍ତି କିଏ କେତେବେଳେ ଏହି ଭିଡିଓଟି କରିଛି ସେ ସେତେବେଳେ ଜାଣି ନାହାଁନ୍ତି ତଥାପି ସୋସିଆଲ ମିଡିଆରେ ତାଙ୍କର ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି।

କହିବାକୁ ଗଲେ ସୁର ରାଉତରାୟ ଯେତେବେଳେ ଏମିତି କଥା କୁହନ୍ତୁ ତାଙ୍କ ପାଟିରେ ପାଟିରେ ବାଡବତା ନଥାଏ। ସେ ଯେତେବେଳେ ତାଙ୍କ ପଟିକି ଯାହା ଆସିଥାଏ ସେ କହି ଦିଅନ୍ତି। କାରଣ ସେ ଅତି ମଜାଳିଆ ଲୋକ ଅତି ସ୍ନେହୀ ଲୋକ ଏବଂ ବୋହୁତ ଭଲ ଲୋକ ଜଣେ ସେ। ତାଙ୍କ କଥାବାର୍ତ୍ତା ଲୋକ କେହି ଧରନ୍ତି ନାହିଁ।

ଆପଣମାନେ ଜାଣିଛନ୍ତି କୃଭଳି କୋଭିଡ ନିୟମ ଚାଲିଛି ଯେ ଲୋକମାନେ ଜନ ଗହଳି କରିବା କଥା ନୁହେଁ। ଲୋକମାନଙ୍କ ଠାରୁ ଅତି କମ୍ ରେ ୨ ମିଟର ଦୂରତା ରଖିବା ଉଚିତ୍। ଏଥି ଗୋଟିଏ ଭୁଲ୍ ରହି ଯାଉଛି ସୁର ରାଉତରାୟଙ୍କର ତେବେ ଜନ ଗହଳି କରି ଲୋକାମନଙ୍କୁ ଉପହାର ଦେବା।