ସୁଟିଙ୍ଗ ବନ୍ଧ ହେବା ପରେ ଏବେ ଅଭିନେତ୍ରୀ Monalisha ଘରେ କ’ଣ କରୁଛନ୍ତି, ଦେଖିଲେ ବିଶ୍ୱାସ କରିବେ ନାହିଁ

ନମସ୍କାର ବନ୍ଧୁଗଣ ଅଭିନେତ୍ରୀ ମୋନାଲିସା ବର୍ତ୍ତମାନ ସମୟରେ କୋରୋନା ମହାମାରୀ ଯୋଗୁଁ। ଆଜି ଆସନ୍ତୁ ଜାଣିବା। ବର୍ତ୍ତମାନ କୋରୋନା ମହାମାରୀ ଯୋଗୁଁ ଦେଶରେ ଲକ୍ ଡାଉନ୍ ଥିବାରୁ ସବୁ ସୁଟିଂ ସେଟ୍ ବନ୍ଦ୍ ରହିଛି। ଆପଣମାନେ ତ ଅଭିନେତ୍ରୀ ମୋନାଲିସାଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ | ଓ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ ଓ ପସନ୍ଦ ମଧ୍ୟ କରୁଥିବେ|


ସେ ତାଙ୍କ ଅଭିନୟ ବଳରେ ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇବାରେ ସଫଳ ମଧ୍ୟ ହୋଇପାରିଛନ୍ତି | ସେ ବୋହୁତସାରା ଧାରାବାହିକରେ ଅଭିନୟ କରିବା ସହିତ ବୋହୁତସାରା ଆଲବମ୍ ରେ ମଧ୍ୟ ଅଭିନୟ କରୁଛନ୍ତି। ଏହାସହ ବହୁତ ମଡେଲିଂ ସୋରେ ମଧ୍ୟ କାମ କରିସାରିଛନ୍ତି। ଦର୍ଶକମାନେ ମୋନାଲିସାଙ୍କ ଅଭିନୟକୁ ଖୁବ୍ ପସନ୍ଦ କରିବା ସହିତ ବୋହୁତ ଭଲ ପାଇବା ମଧ୍ୟ ଦେଇଛନ୍ତି।


ବର୍ତ୍ତମାନ ମୋନାଲିସା କଟକର ଫୁଲନଖର ଠାରେ ଅଛନ୍ତି ଏବଂ ସେଠାରେ ତାଙ୍କ ପରିବାର ଲୋକେ ମଧ୍ୟ ଅଛନ୍ତି। ତେବେ ବର୍ତ୍ତମାନ କିଛି କାମ ନଥିବାରୁ ଘରେ ରହି ମୋନାଲିସା ଫୁଲଗଛ ଲଗାଇବା ସହିତ ବିଭିନ୍ନ ପ୍ରକାର ଗଛକୁ କୁଣ୍ଡରେ ଲଗାଉଥିବାର ନଜର ଆସିଛନ୍ତି ଓ ଏସବୁ ର ଫୋଟୋ ସେ ତାଙ୍କ ସୋସିଆଲ ମିଡିଆରେ ଦର୍ଶକମାନଙ୍କ ସହ ସେୟାର ମଧ୍ୟ କରିଛନ୍ତି ତେବେ ବନ୍ଧୁଗଣ ଆପଣମାନଙ୍କୁ ମୋନାଲିସା ଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲିବେନି |