ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଦେଇ ଦେଲେ ତାଙ୍କ ସାଙ୍ଗକୁ, ରାତିସାରା କରିଲେ ଏପରି ଅବସ୍ଥା କି ପରା ଦିନ….

ଜଣେ ସ୍ୱାମୀ ଯିଏ କି ତାଙ୍କ ପତ୍ନୀ ଙ୍କୁ ତାଙ୍କ ନିଜ ଘରୁ ଅପହରଣ କରିଥିଲେ ଓ ତାଙ୍କ ସାଙ୍ଗ ଙ୍କ ସହ ଛାଡି ଦେଇଥିଲେ ରାତିସାରା I ସ୍ୱାମୀ ଙ୍କ ର ସାଙ୍ଗ ତାଙ୍କ ପତ୍ନୀ ଙ୍କ ସହ ରାତିସାରା ଐଶ କରିଲେ ଓ ପତି ଖାଲି ଦେଖୁଥିଲେ I

ଏହି ମାମଲା ଟି ରାଜସ୍ତାନ ର ସିକର ର ଅଟେ I ପୀଡିତ ଜୟପୁର ରୋଡ଼ ରେ ରହିଥାନ୍ତି ଏବଂ ପୀଡିତା ଙ୍କ ର ମା ଙ୍କ ର ଆରୋପ ଅନୁସାରେ 15 ମାଇ ରାତି ଦେଢ଼ ଟା ରେ ତାଙ୍କ ତାଙ୍କ ଝିଅ ର ସ୍ୱାମୀ ତାଙ୍କ ଝିଅ ର ଅପହରଣ କରିଥିଲେ I ଏବଂ ସେ ସେହି ସମୟ ରେ ତାଙ୍କ ର ତିନି ଚାରି ଜଣ ସାଙ୍ଗ ଙ୍କ ସହ ଆସିଥିଲେ I

ତେବେ ଖବର ପାଇ ପୋଲିସ ଯୁବତୀ ଙ୍କୁ ଉଦ୍ଧାର କରିଛି I ଯୁବତୀ ଘର କୁ ଆସିବା ପରେ ଏହା କହିଛନ୍ତି କି ତାଙ୍କ ସ୍ୱମୀ ଓ ତାଙ୍କ ସହଯୋଗୀ ମାନେ ତାଙ୍କୁ ଫତେପୁର ରୋଡ଼ କୁ ନେଇଯାଇଥିଲେ ଏବଂ ତାଙ୍କ ସ୍ୱାମୀ ଙ୍କ ର ସାଙ୍ଗ ମାନେ ତାଙ୍କ ସହ ଅସଦାଚରଣ କରିଥିଲେ I ଏବଂ ତାଙ୍କ ସ୍ୱାମୀ ବି ସେହି ସାଙ୍ଗ ମାନଙ୍କୁ ସମର୍ଥନ କରିଥିଲେ I

ତେବେ ପୋଲିସ ରେ ଅଭିଯୋଗ କରିବା ପରେ ଆରୋପି ଙ୍କ ତରଫରୁ ତାଙ୍କୁ ଅନେକ ଧମକ ମଧ୍ୟ ଆସୁଛି I