ତରଙ୍ଗ ଟିଭିର ସୁନ୍ଦରୀ Heroine ମାନେ କେତେ ପାଠ ପଢ଼ିଛନ୍ତି, କଣ ଆପଣ ଜାଣିଛନ୍ତି କି, ଏହି ହିରୋଇନ ତ ପଞ୍ଚମ ଫେଲ

ନମସ୍କାର ବନ୍ଧୁଗଣ ଆପଣମାନେ ତ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସମସ୍ତ ଧାରାବାହିକ ନିଶ୍ଚିତ ଭାବରେ ଦେଖୁଥିବେ ଏବଂ ଏହି ଧାରାବାହିକରେ ଅଭିନୟ କରିଥିବା ସୁନ୍ଦର ଅଭିନେତ୍ରୀ ମାନଙ୍କୁ ଅଭିନୟ କରୁଥିବାର ମଧ୍ୟ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ କିନ୍ତୁ ଦର୍ଶକ ବନ୍ଧୁ ଆପଣମାନେ ଜାଣିଛନ୍ତି କି ଏହି ହିରୋଇନ୍ ମାନେ କେଉଁଯାଏ ପାଠ ପଢ଼ିଛନ୍ତି ତାଙ୍କ ଏଜୁକେଶ୍ନାଲ କ୍ୱାଲିଫିକେସନ୍ କଣ ରହିଛି, ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା।

ନିଳାଖି ପାତ୍ର: ନିଳାଖି ଆପଣମାନେ ସିନ୍ଦୂରର ଅଧିକାର ଧାରାବାହିକରେ ଇତି ଭୂମିକାରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ। ଇତି ବର୍ତ୍ତମାନ ସମୟରେ +୨ ରେ ପାଠ ପଢୁଛନ୍ତି ଆଉ ତାଙ୍କୁ ମାତ୍ର ୧୭ ବର୍ଷ ବୟସ ହୋଇଛି।

ତାରା: ତାରାଙ୍କୁ ଆପଣମାନେ ତାରିଣୀ ଆଖିର ତାରା ଧାରାବାହିକରେ ଜବରଦସ୍ତ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ।ତେବେ ଦର୍ଶକ ବନ୍ଧୁ ତାରା ବର୍ତ୍ତମାନ ସମୟରେ ନିଜର ଗ୍ରାଜୁଏସନ୍ ଶେଷ କରି ସାରିଛନ୍ତି ଆଉ ତାଙ୍କୁ ମାତ୍ର ୨୧ ବର୍ଷ ବୟସ ହୋଇଛି।

ଐସୋରୀୟା: ଐସୋରୀୟାଙ୍କୁ ଆପଣମାନେ ଝିଅ ଆମର ନୂଆ ବୋହୂ ଧାରାବାହିକରେ ଅଭିନୟ କରୁଥିବାର ଦେଖିଥିବେ। ଐସୋରୀୟାଙ୍କର ପ୍ରକୃତ ନାମ ହେଉଛି ଶୀତଲ ପଟ୍ଟନାୟକ। ଐସୋରୀୟା ଗତ ବର୍ଷ ଇଞ୍ଜିନିୟରିଂ ଶେଷ କରିସାରିଛନ୍ତି।

ସୁଶ୍ରୀ ସୁଭାଷିନୀ: ସୁଭାଷିନୀଙ୍କୁ ଆପଣମାନେ ମଙ୍ଗଳ ଚରଣ ଧାରାବାହିକରେ ମଙ୍ଗଳ ଚରିତ୍ରରେ ଅଭିନୟ କରୁଥିବାର ଦେଖିଥିବେ। ମଙ୍ଗଳା ବିଜୁ ପଟ୍ଟନାୟକ କଲେଜ୍ ରୁ ଗ୍ରାଜୁଏସନ୍ ଶେଷ କରିସାରିଛନ୍ତି।

ତାରିଣୀ: ତାରିଣୀଙ୍କୁ ଆପଣମାନେ ତାରିଣୀ ଆଖିର ତାରା ଧାରାବାହିକରେ ତାରିଣୀ ଚରିତ୍ରରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ। ତାରିଣୀଙ୍କ ପ୍ରକୃତ ନାମ ହେଉଛି ସୁମନ ପଟ୍ଟନାୟକ। ତାରିଣୀ ହେଉଛନ୍ତି ଜଣେ ବୋହୁତ ଭଲ ଛାତ୍ରୀ ଏବଂ ସେ ବିଟେକ୍ ଶେଷ କରିଛନ୍ତି।

ଲାବ୍ରିନ୍ ଖାନମ୍ଲା: ବ୍ରିନ୍ ଙ୍କୁ ଆପଣମାନେ ଝିଅ ଆମର ନୂଆ ବୋହୂ ଧାରାବାହିକରେ ପୂଜା ଚରିତ୍ରରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ। ପୂଜା ବାଲେଶ୍ଵରର ଫକୀରମୋହନ ୟୁନିଭର୍ସିଟିରୁ ନିଜର ଗ୍ରାଜୁଏସନ୍ ଶେଷ କରିଛନ୍ତି। ଏହା ସହିତ ସେ ଫ୍ୟାସନଡିଜାଇନ୍ ସ୍କୋର୍ସ ମଧ୍ୟ କରିଛନ୍ତି।

ଶ୍ରଦ୍ଧା: ଶ୍ରଦ୍ଧାଙ୍କୁ ଆପଣମାନେ କୁଆଁରୀ ବୋହୂ ଧାରାବାହିକରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ। ଶ୍ରଦ୍ଧାଙ୍କ ଜବରଦସ୍ତ ଅଭିନୟ ଦର୍ଶକମାନଙ୍କୁ ବୋହୁତ ଅଧିକ ପସନ୍ଦ ଆସୁଛି। ଶ୍ରଦ୍ଧା ନିଜର ଗ୍ରାଜୁଏସନ୍ ଶେଷ କରିଛନ୍ତି ଉତ୍କଳ ୟୁନିଭର୍ସିଟିରୁ।

ଋଦ୍ରି: ଋଦ୍ରିଙ୍କୁ ଆପଣମାନେ ମାୟା ଧାରାବାହିକରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ। ଋଦ୍ରି ପ୍ରଭୂଜି ଇଂଲିଶ ମିଡିୟମ୍ ସ୍କୁଲ୍ ରି ନିଜର ସ୍କୁଲ୍ ଲାଇଫ ଶେଷ କରି ବର୍ତ୍ତମାନ ସମୟରେ ଗ୍ରାଜୁଏସନ୍ କରୁଛନ୍ତି ଏବଂ ତାଙ୍କୁ ମାତ୍ର ୧୮ ବର୍ଷ ବୟସ ହୋଇଛି।