ଓଡ଼ିଆ Siriel ହିରୋଇନ ମାନଙ୍କ ଖରାପ ଗୁଣ ଜାଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ, ଏହି ହିରୋଇନ ତ ଗଞ୍ଜେ…

ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ପ୍ରତ୍ୟେକ ସିରିଏଲ ତ ଆପଣମାନେ ଦେଖୁଥିବେ ଆଉ ଏଇ ସିରିଏଲ ର ଲିଡ଼ ନାୟିକା ମାନଙ୍କର ଜବରଦସ୍ତ ଅଭିନୟ ଏଇ ସିରିଏଲ ରେ ଆପଣମାନେ ଦେଖୁଥିବେ ତ ଫ୍ରେଣ୍ଡ୍ସ ସିରିଏଲ ର ହିରୋଇନ ମାନେ ଏ ସିରିଏଲ ରେ ଜବରଦସ୍ତ ଅଭିନୟ କରିଥାନ୍ତି ହେଲେ ସେମାନଙ୍କର ରିଅଲ ଲାଇଫ କିଛି ଅଲଗା ହୋଇଥାଏ ତେବେ ଆସନ୍ତୁ ଜାଣିବା ଓଡ଼ିଆ ସିରିଏଲ ହିରୋଇନ ମାନଙ୍କର କଣ ରହିଛି ଖରାପ ଗୁଣ ସେମାନଙ୍କର ଆସନ୍ତୁ ଜାଣିବା |

ଐଶ୍ଵରିୟା: ଦର୍ଶକବନ୍ଧୁ ଐଶ୍ଵରିୟା ଙ୍କୁ ଆପଣମାନେ ଝିଅ ଆମର ନୂଆ ବୋହୁ ସିରିଏଲ ରେ ଅଭିନୟ କରୁଥିବାର ଦେଖିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟକୁ ପସନ୍ଦ ମଧ୍ୟ କରୁଥିବେ ତେବେ ତାଙ୍କର ଖରାପ ଗୁଣ ଟି ହେଉଛି ସେ ସବୁବେଳେ ବହୁତ ଲେଟ ରେ ଉଠନ୍ତି ଓ ସେ ବହୁତ ଅଳସୁଆ |

ଇତି: ଫ୍ରେଣ୍ଡ୍ସ ଆପଣମାନେ ଇତି ଙ୍କୁ ଆପଣମାନେ ସିନ୍ଦୁରର ଅଧିକାର ସିରିଏଲ ରେ ବହୁତ ସୁନ୍ଦର ଅଭିନୟ କରୁଥିବାର ନିଶ୍ଚତ ଭାବରେ ଦେଖିଥିବେ ତାହେଲେ ଇତି ଙ୍କର ରିଅଲ ଲାଇଫ ରେ ସବୁଠୁ ଖରାପ ଗୁଣ ହେଉଛି ସେ ହଟାତ ଅନ୍ୟ ଉପରେ ରାଗି ଯାଆନ୍ତି |

ତାରା: ତାରିଣୀ ଆଖିରେ ତାର ସିରିଏଲ ରେ ବହୁତ ସୁନ୍ଦର ଅଭିନୟ କରୁଛନ୍ତି ତାରା ତାହେଲେ ତାରାଙ୍କ ସବୁଠୁ ଖରାପ ଗୁଣ ହେଉଛି ସେ ସବୁବେଳେ ବହୁତ ଅଧିକ ଗପିଥାଆନ୍ତି ଏଥିପାଇଁ ତାଙ୍କ ଆଖପାଖ ରେ ଥିବା ଲୋକମାନେ ଚିଡି ଯାଆନ୍ତି |

ମଙ୍ଗଳା: ତାହେଲେ ମଙ୍ଗଳା ଚରଣରେ ବହୁତ ସୁନ୍ଦର ଅଭିନୟ କରୁଥିବା ହିରୋଇନ ହେଉଛନ୍ତି ମଙ୍ଗଳା ତାହେଲେ ମଙ୍ଗଳା ଭି ମଧ୍ୟ ବହୁତ ଶୀଘ୍ର ରାଗିଯାଆନ୍ତି ଶାନ୍ତ ସ୍ଵଭାଵ ର ଦେଖାଯାଉଥିଲେ ମଧ୍ୟ ସେ ବହୁତ ସୁନ୍ଦର ଅନ୍ୟଙ୍କ ଉପରେ ରାଗିଯାଆନ୍ତି |

ତାରିଣୀ: ଗୋଟେ ରିଆଲିଟି ସୋ ମାଧ୍ୟମରେ ଓଲିଉଡ଼ କୁ ଏଣ୍ଟ୍ରି ମାରିଥିଲେ ତାରିଣୀ ତାହେଲେ ତାରିଣୀ ତାରିଣୀ ଆଖିରେ ତାରା ସିରିଏଲ ରେ ବହୁତ ସିନ୍ଦର ଅଭିନୟ କରୁଛନ୍ତି ତେହେଲେ ଏ ପର୍ଯ୍ୟନ୍ତ ତାଙ୍କର ଖରାପ ଗୁଣ କିଛି ଜଣା ପଡି ନାହିଁ |

ଶ୍ରଦ୍ଧା: ତେହେଲେ ଶ୍ରଦ୍ଧା ଙ୍କୁ ଆପଣମାନେ କୁଆଁରୀ ବୋହୁ ସିରିଏଲ ରେ ବହୁତ ସୁନ୍ଦର ଅଭିନୟ କରୁଥିବାର ଦେଖିଥିବେ ତେବେ ଶ୍ରଦ୍ଧାଙ୍କର ଖରାପ ଗୁଣ ଟି ହେଉଛି ସେ ରିଅଲ ଲାଇଫ ରେ ବହୁତ ଗର୍ବୀ |

ୠଦ୍ରୀ: ଫ୍ରେଣ୍ଡ୍ସ ୠଦ୍ରୀ ଙ୍କୁ ତ ଆପଣମାନେ ମାୟା ସିରିଏଲ ରେ ବହୁତ ସୁନ୍ଦର ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ଓ ତାଙ୍କର ଅଭିନୟ କୁ ପସନ୍ଦ ମଧ୍ୟ କରୁଥିବେ ତେବେ ୠଦ୍ରୀ ଙ୍କର ଖରାପ ଗୁଣ ହେଉଛି ସେ ରିଅଲ ଲାଇଫ ରେ ବହୁତ ଅଳସୁଆ ଅଟନ୍ତି ଆଉ ସବୁବେଳେ ଶୋଇବାକୁ ଭଲ ପାଆନ୍ତି |

ପୁଜା: ତାହେଲେ ଫ୍ରେଣ୍ଡ୍ସ ଆପଣମାନେ ପୁଜା ଙ୍କୁ ଝିଅ ଆମର ନୂଆ ବୋହୁ ସିରିଏଲ ରେ ଅଭିନୟ କରୁଥିବାର ଦେଖିଥିବେ ତେବେ ପୂଜା ତାଙ୍କ ରିଲ ଲାଇଫ ଠାରୁ ରିଅଲ ଲାଇଫ ରେ ସମ୍ପୂର୍ଣ୍ଣ ଭିନ୍ନ ଅଟନ୍ତି ରିଅଲ ଲାଇଫ ରେ ପୁଜା ବହୁତ ସ୍ପିଡ଼ ରେ କଥା କୁହନ୍ତି ଆଉ କାହାକୁ କଥା କହି ଦିଅନ୍ତିନି |