Breaking: ଏବେ ଏବେ ଆସିଲା ଆଉ ଦୁଃଖଦ ଖବର, ଏହି ଜଣାଶୁଣା ଅଭିନେତ୍ରୀଙ୍କର ଡାକ୍ତରଖାନାରେ…

ନମସ୍କାର ବନ୍ଧୁଗଣ ୨୦୨୦ ଏବଂ ୨୦୨୧ ଓଡ଼ିଆ ହେଉ କି ହିନ୍ଦୀ ମନୋରଞ୍ଜନ ଜଗତକୁ ବେଶ୍ ଖୋରାକ ଯୋଗାଇ ଥିବା ବେଳେ ବେଶ୍ ଦୁଃଖ ମଧ୍ୟ ପହଞ୍ଚାଇଛି ଏବଂ ଲୋକମାନେ ଯେତିକି ଖୁସୀ ହୋଇଛନ୍ତି ତାଠାରୁ ଅଧିକ ଦୁଃଖୀ ମଧ୍ୟ ହୋଇଛନ୍ତି। ଏହିଭଳି ଏକ ଦୁଃଖ ଖବର ଆସି ପହଞ୍ଚିଛି ଓଲିଉଡ ଇଣ୍ଡଷ୍ଟ୍ରି ଓ ବଲିଉଡ ଇଣ୍ଡଷ୍ଟ୍ରିକୁ ହସ୍ପିଟାଲରେ ଭର୍ତ୍ତି ହେଲେ ସାଥ୍ ନିଭାନା ସାଥିୟାର କଳାକାର କୋକିଲା ବେହେନ୍।

ଟେଲି ରିପୋର୍ଟ ଅନୁସାରେ ସୋ ର ଲୋକପ୍ରିୟ, କୋକିଲା ବେହେନ୍ ଭୂମିକାରେ ଅଭିନୟ ଅଭିନେତ୍ରୀ ରୁପେଲ ପଟେଲ୍ ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ପ୍ରକୃତ କାରଣ କଣ ରହିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ। ରୁପେଲ ପଟେଲ୍ ହସ୍ପିଟାଲରେ ଭର୍ତ୍ତି ହେବା ଖବର ବିସ୍ତାର ହେବା ପରେ ସବୁଠାରୁ ଅଧିକ ତାଙ୍କ ଫ୍ୟାନମାନେ ଦୁଃଖ ପ୍ରକାଶ କରିଛନ୍ତି। କିଛି ମାସ ପୂର୍ବରୁ ଏହି ସାଥ୍ ନିଭାନା ସାଥିୟାରେ ଜଡିତ ରୁପେଲ ପଟେଲ୍ ଙ୍କ ଏକ ଭିଡିଓ ଭାଇରାଲ୍ ହୋଇଥିଲା।

ଏହି ଭିଡିଓଟି ସେ ତାଙ୍କ ବୋହୂ ଗୋପୀକୁ ଗାଳି ଦେଉଛନ୍ତି। ଏହି ଭିଡିଓ କେନ୍ଦ୍ରମନ୍ତ୍ରୀ ସୃତି ଇରାନି ମଧ୍ୟ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରି ଖୁସୀ ଜାହିର କରିଥିଲେ। ତାଙ୍କ ସ୍ଵାମୀ ତାଙ୍କ ଅସୁସ୍ଥ ହେବାର ସୂଚନା ଦେଇଛନ୍ତି। ଏହାପରେ ସମସ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତି। ଅନେକ ତାଙ୍କର ଆରୋଗ୍ୟ କାମନା କରିଛନ୍ତି, ସେ କହିଛନ୍ତି ଯେ ରୁପେଲ ପଟେଲ୍ ବର୍ତ୍ତମାନ ସୁସ୍ଥ ଅଛନ୍ତି ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ।

ରୁପେଲ ପଟେଲ୍ ଙ୍କ ବିଷୟରେ କହିଲେ ସେ ସାଥ୍ ନିଭାନା ସାଥିୟାରେ ଶାଶୁ ଭୂମିକାରେ ଅଭିନୟ କରୁଥିଲେ। ତାଙ୍କ ପର୍ଶ୍ନାଲିଟି ଉପରେ ଏହି ଭୂମିକା ବୋହୁତ ସୁଟ୍ କରିଥିଲା, ସୋ ମଧ୍ୟ ବୋହୁତ ଫେମସ ହୋଇଥିଲା ଏବଂ ଲୋକମାନେ ମଧ୍ୟ ଏହି ସୋ କୁ ବୋହୁତ ଫେମସ୍ କରାଇଥିଲେ ରୁପେଲ ପଟେଲ୍ ଙ୍କ ଯୋଗୁଁ।

ରୁପେଲ ପଟେଲ୍ ବୋହୁତ ସୁନ୍ଦର ଅଭିନୟ କରିବା ସହିତ ଏବଂ ସେ ଭଲ ଡାନ୍ସର ମଧ୍ୟ। ତାଙ୍କର ଖୁବ୍ ସୁନ୍ଦର ଅଭିନୟ ଯୋଗୁଁ ଏହି ସୋ ଟି TRP ର ଉଚ୍ଚ ସୀମାରେଖା ଛୁଇଁଥିଲା। ଫ୍ୟାନମାନେ ଏବେ ରୁପେଲ ପଟେଲ୍ ଙ୍କ ଅସୁସ୍ଥତା ଖବର ଶୁଣି ଭାଙ୍ଗି ପଡିଛନ୍ତି ଏବଂ ସେ ସୁସ୍ଥ ହୋଇଯାଆନ୍ତି ବୋଲି ଭଗଵାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ଆମେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ରୁପେଲ ପଟେଲ୍ ଙ୍କ ସ୍ବାସ୍ଥ୍ୟ ଭଲ ହୋଇଯାଉ ବୋଲି ପ୍ରାର୍ଥନା କରୁଛୁ।