୧୩ ବର୍ଷର ଝିଅକୁ ଚୁପଚାପ କାରରେ ବସାଇ ନେଇଗଲେ ପଡୋଶୀ… ସିଧା ବଣ ଭିତରେ ନେଇ ରଖିଲେ କାର ଓ ତାପରେ …

ଅନେକ ପ୍ରୟାସ ପରେ ବି ବଳାତ୍କାର, ଗଣ ବଳାତ୍କାର ଓ ଦୁଷ୍କର୍ମ ପରି ମାମଲା ରହିବା ର ନା ନେଉନି | ଏହି ପରି ଏକ ଦୁଷ୍କର୍ମ ମାମଲା ପୁଣି ହରିୟାଣା ରେ ଦେଖିବାକୁ ମିଳିଛି I ଏଠାରେ ଆରୋପି ମାନେ ଯୁବତୀ ସୋଇଥିବା ସମୟ ରେ ହିଁ ନେଇଯାଇଥିଲେ ଏବଂ ପୁରା ରାତି ତା ସହ ଦୁଷ୍କର୍ମ କରିଥିଲେ |

ଘଟଣା ଟି ଫରିଦାବାଦ ର ଡ଼ବୁଆ ଥାନା ଅଂଚଳ ର ଅଟେ | ଏଠାରେ 13 ବର୍ଷ ର ଜଣେ ଯୁବତୀ ଙ୍କୁ ରାତି ରେ ଶୋଇବା ସମୟ ରେ ନେଇଯାଇଥିଲେ ଏବଂ ପରେ ପୁରା ରାତି ଯୁବତୀ ଙ୍କ ସହ ଦୁଷ୍କର୍ମ କରିଥିଲେ ଏବଂ ସକାଳୁ ଯୁବତୀ ଙ୍କୁ ଆରୋପି ମାନେ ତାଙ୍କ ଘର ପାଖ ରାସ୍ତା ରେ ପକାଇ ଚାଲିଯାଇଥିଲେ ଏବଂ ଯୁବତୀ ଙ୍କୁ ହୋସ ଆସିବା ପରେ ସେ ଯାଇ ତାଙ୍କ ଘରେ ସବୁ କଥା କହିଥିଲେ |

ଗଣ ବଳାତ୍କାର ର ଶିକାର ହେଇଥିବା ଯୁବତୀ ଙ୍କ ର ଅବସ୍ଥା ଠିକ ନାହିଁ | ତାଙ୍କ ର ଚିକିତ୍ସା ପାଁଇ ହସ୍ପିଟାଲ ରେ ଭର୍ତି କରାଯାଇଛି | ଯୁବତୀ ଙ୍କ ର ଖୁବ ଶୀଘ୍ର ବୟାନ ବି ରେକର୍ଡ କରାଯିବ I ଏବଂ ଉକ୍ତ ଆରୋପି ଙ୍କୁ କୋର୍ଟ ପୋସ୍କୋ ଆଇନି ଅନୁୟାରେ ହିଁ ଦଣ୍ଡ ଦେବ ଏହା ସହ ଅପହରଣ ମାମଲା ବି ରୁଜୁ ହେବ | ପୋଲିସ ର ଯାଞ୍ଚ ରୁ ଜଣାଯାଇଛି କି ରାତି ପ୍ରାୟ 12 ଟା ରେ ତାଙ୍କ ର ଜଣେ ପଡୋଶୀ କିଛି ସାଥି ଙ୍କ ସହ ମିଶି ଏପରି ଘଟଣା ଘଟାଇଛନ୍ତି |

ଆରୋପି ମାନେ ଯୁବତୀ ଙ୍କ ର ମୁହଁ କୁ ବାନ୍ଧି ଦେଇଥିଲେ ଓ ସୀଢୀ ସହାୟତା ରେ ଘର ର ପଛ ପଟେ ଓଲ୍ହାଇଥିଲେ ଏହା ପରେ କାର ରେ ନେଇ ଚାଲିଯାଇଥିଲେ ଏବଂ ସେଠାରେ ଯୁବତୀ ଙ୍କୁ ଜଣଙ୍କ ପରେ ଜଣେ ବଳାତ୍କାର କରିଥିଲେ | ସକାଳ ହେବା ପରେ ଯୁବତୀ ଙ୍କୁ ଘର ପାଖ ରେ ପକାଇ ଚାଲିଯାଇଥିଲେ | ଆରୋପି ବର୍ତମାନ ଫେରାର ଅଛନ୍ତି |