ସୀତ ଦିନରେ ଲଗାତାର ୭ ଦିନ ପର୍ଯ୍ୟନ୍ତ ଏହି ଜିନିଷକୁ ଖାଇ ଦିୟନ୍ତୁ, ତାପରେ ଦେଖନ୍ତୁ ଚମତ୍କାର

ଯଦି ଆମ ଶରୀର ର ରୋଗ ପତିଷେଧକ କ୍ଷମତା ଠିକ ଥିବ ତେବେ ଆମେ ଅନେକ ରୋଗ ରୁ ରକ୍ଷ୍ୟା ପାଇପାରିବ I ତେଣୁ ଆୟୁର୍ବେଦ ରେ ଏପରି କିଛି ଉପାୟ ବିଷୟ ରେ କୁହାଯାଇଛି ଯାହା ଆମ ଶରୀର କୁ ସୁସ୍ଥ ରଖିବା ରେ ସହାୟକ ହେଇଥାଏ I କିସମିସ ରେ ଆମ ସ୍ଵାସ୍ତ୍ୟ ପାଁଇ ଅନେକ ଉପକାରୀ ତତ୍ୱ ରହିଛି I ଏହି କିସମିସ ଆମ ଶରୀର ର କମଜୋରୀ କୁ ଦୂର କରିଥାଏ I

1.କିସମିସ ରେ ରହିଛି କ୍ୟାଲସିୟମ , ଯାହା କି ଆମ ଶରୀର ର ହାଡ଼ କୁ ମଜବୁତ କରିବା ରେ ସହାୟକ ହେଇଥାଏ I ଏହା ଦ୍ୱାରା ଆମ ଶରୀର ମଧ୍ୟ ସୁସ୍ଥ ରହିଥାଏ I

2.କିସମିସ ର ନିୟମିତ ସେବନ ଦ୍ୱାରା ପେଟ ପାଁଇ ମଧ୍ୟ ଏହା ଭଲ ହେଇଥାଏ I କାରଣ କିସମିସ ରେ ଫାଇବର ର ମାତ୍ରା ରହିଥାଏ I ଯାହା କି ପେଟ ମଧ୍ୟ କୁ ସଫା ରଖିଥାଏ I

3.ପ୍ରତୋକ ଦିନ କିସମିସ ର ପାଣି ଆମ ଫୁସଫୁସ ପାଁଇ ମଧ୍ୟ ଭଲ ହେଇଥାଏ I ଏହା ଦ୍ୱାରା ହ୍ରୁତଘାତ ପରି ସମସ୍ୟା ହେଇ ନ ଥାଏ I ଏବଂ ରକ୍ତଚାପ ପରି ସମସ୍ୟା ମଧ୍ୟ ରହି ନ ଥାଏ I

4.ଥଣ୍ଡା ଜ୍ୱର ସମୟ ରେ ମଧ୍ୟ 2-3 ଗୋଟି କିସମିସ କୁ କ୍ଷୀର ରେ ଗରମ କରି ଏହା ର ସେବନ କରିଲେ ବିଶେଷ ରୂପେ ଆରାମ ମିଳିଥାଏ I

5.ରାତି ରେ ଶୋଇବା ପୂର୍ବ ରୁ 10 ଗୋଟି କିସମିସ ପାଣି ରେ ବତୁରାଈ ସକାଳୁ ଏହା କୁ କ୍ଷୀର ରେ ଗରମ କରି ଥଣ୍ଡା କରନ୍ତୁ I ଏବଂ ନିୟମିତ ଏପରି କରି ଏହା ର ସେବନ କରନ୍ତୁ I ଏହା ଦ୍ୱାରା ରକ୍ତ କୋଷିକା ନିର୍ମାଣ ହେଇଥାଏ I

ତେଣୁ ଏଥର ଆପଣ କିସମିସ ର ଉପକାରିତା ବିଷୟ ରେ ବିଶେଷ ଜାଣିପାରିଥିବେ I