କୁଲି ଫିଲ୍ମ ର ଏହି ଗୀତ “ସାରି ଦୁନିଆ କା ବୋଝ ହଁମ ଉଠତେ ହେ” | ବରଡା ରେ ମହିଳା ସସି ଵାଲା ଙ୍କ ପାଁଇ ଏହି ଗୀତ ଉପଯୁକ୍ତ ଅଟେ | ସେ ନିଜ ତିନି ଝିଅ ଙ୍କ ପାଁଇ କୁଲି କାମ କରିଥିଲେ | ସେ ନିଜ ପତି ଙ୍କ ର ମୃତ୍ୟୁ ପରେ ନିଜେ ଖୁବ ପରିଶ୍ରମ କରି ନିଜ ତିନି ଝିଅ ଙ୍କ ର ପାଳନ କରିଥିଲେ |
ଶେଷ ରେ ମହିଳା ନିଜେ କଠିନ ପରିଶ୍ରମ କରି ନିଜ ଘର ଚଳାଇବେ ବୋଲି ନିଷ୍ପତି ନେଇଥିଲେ I ପତି ଙ୍କ ର ବ୍ୟାଚ ନମ୍ବର 14 ରେ ଆମ୍ବୁଲ କେଣ୍ଟ ରେଳ ଷ୍ଟେସନ ରେ କୁଲି କାମ କରୁଥିଲେ | ମହିଳା ଶଶିବାଳା ଏହି କାମ ପାଁଇ ପ୍ରଥମେ ଲାଜ କରୁଥିଲେ କିନ୍ତୁ ପତି ଙ୍କ ମୃତ୍ୟୁ ପରେ ସେ ସବୁ ଘର ଚଳାଇବା ର ଦାଇତ୍ୱ ନିଜେ ନେଇଥିଲେ I
ପରିବାର ରେ ତିନି ଝିଅ ଯେତେବେଳେ ଭୋକ ଉପାସ ରେ ରହିଥିଲେ ତ ସେ କୁଲି କାମ କରିବା ଆରମ୍ଭ କରିଥିଲେ I ତାଙ୍କ କହିବା ଅନୁସାରେ ସରକାର ବେଟି ବଚାଓ ବେଟି ପଠାଓ ର ନାରା ଦେଇଥାନ୍ତି କିନ୍ତୁ ଏହା କାର୍ଯ୍ୟକାରୀ ହେଇ ନ ଥାଏ I ବର୍ତମାନ ସେ ନିଜ ପରିଶ୍ରମ ରେ ପାଉଥିବା ଟଙ୍କା ରେ ହିଁ ନିଜ ପରିବାର ଚଳାଉଛନ୍ତି I
ଷ୍ଟେସନ ରେ ଭାରି ଜିନିଷ ନେବାକୁ ଯେତେବେଳେ ଏକ ପରିବାର କୁଲି ଖୋଜୁଥିଲେ ତ ସେଠାରେ ମହିଳା କୁଲି ସସି ପହଂଚିଥିଲେ I ଏବଂ ଏହିପରି ସସି ବର୍ତମାନ ସେଠାରେ ଅନ୍ୟ କୁଲି ଙ୍କ ସହ ମିଶି କଠିନ ପରିଶ୍ରମ କରି ଟଙ୍କା ରୋଜଗାର କରୁଛନ୍ତି I
ସସି ଙ୍କ କହିବା ଅନୁସାରେ ଯଦି ସରକାର ବେଟି ବଚାଓ ଅଭିଯାନ ଠିକ ରେ ଚଳାଇବାକୁ ଚାହୁଁଛନ୍ତି ତେବେ ତାଙ୍କ ପରିବାର ପରି ଦେଶ ରେ ଅନେକ ପରିବାର ଅଛନ୍ତି ତାଙ୍କୁ ସହାୟତା କରିବା ଉଚିତ I