3 ଦିନ ଖାଆନ୍ତୁ, 90 ବର୍ଷ ପର୍ଯ୍ୟନ୍ତ Calciumର ଅଭାବ ହେବ ନାହିଁ, ଆଣ୍ଠୁ ଗଣ୍ଠି ସମସ୍ୟା କେବେବି ରହିବ ନାହିଁ

ନମସ୍କାର ବନ୍ଧୁଗଣ ଏହି ଜିନିଷ ୩ ଦିନ ପିଅନ୍ତି ୯୦ ବର୍ଷ ପର୍ଯ୍ୟନ୍ତ କ୍ୟାଲ୍ସୀୟମର ଅଭାବ ହେବ ନାହିଁ। ଶକ୍ତିର ଉତ୍ସ ଅଟେ ଏହି ଜିନିଷ, ଯଦି ଆପଣ ଏହି ଜିନିଷର ୩ ଦିନ ସେବନ କରନ୍ତି ତେବେ କେବେବି ଆପଣଙ୍କ ହାତରେ କଷ୍ଟ ହେବ ନାହିଁ, ପାଦରେ କଷ୍ଟ ହେବ ନାହିଁ, କମରରେ କଷ୍ଟ ହେବ ନାହିଁ,ଦୁର୍ବଳ ଲାଗିବ ନାହିଁ, କ୍ୟାଲ୍ସୀୟମର ଅଭାବ ହେବ ନାହିଁ ଏବଂ ୯୦ ବର୍ଷ ବୟସ ପର୍ଯ୍ୟନ୍ତ ଆପଣ ନିରୋଗି ବଞ୍ଚିବେ। ଏହିସବୁ ସମସ୍ୟା ଆମ ଶରୀରରେ ସେତେବେଳେ ହୋଇଥାଏ ଯେତେବେଳେ ଆମ ଶରୀରରେ କ୍ୟାଲ୍ସୀୟମର ଅଭାବ ଦେଖା ଦିଏ।

କ୍ୟାଲ୍ସୀୟମର ଅଭାବକୁ ଦୂର କରିବା ପାଇଁ ଏବଂ ଆପଣଙ୍କ ଆଣ୍ଠୁ ଗଣ୍ଠି ସମସ୍ୟା ଦୂର କରିବା ପାଇଁ ଆଜି ଆସନ୍ତୁ ଏକ ଚମତ୍କାରି ଉପଚରି ବିଷୟରେ ଜାଣିବା। ଏହି ଉପଚାରକୁ ସେମାନେ ବି ବ୍ୟବହାର କରି ପାରିବେ ଯେଉଁ ମାନଙ୍କର କେଶ ଜନିତ ସମସ୍ୟା ଅଛି। ଯେଉଁମାନଙ୍କ କେଶ ସମୟ ପୂର୍ବରୁ ଧଳା ହୋଇଯାଉଛି କିମ୍ବା ବୋହୁତ ଅଧିକ ଉପୁଡୁଛି। କେଶ ଜନିତ ସମସ୍ତ ସମସ୍ୟା ପାଇଁ ଆପଣ ଏହାର ସେବନ କରି ପାରିବେ।

ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଏକ ପ୍ୟାନ୍ ଗ୍ୟାସ୍ ରେ ବସାନ୍ତୁ ଏବଂ ଆପଣ ସେଥିରେ ଏକ ଚାମଚ ଦେଶୀ ଗାଈ ଘିଅ ପକାନ୍ତୁ। ଏବେ ଆପଣ ସେଥିରେ ଏକ ଚାମଚ ପୋସ୍ତ ପକାନ୍ତୁ, ପୋସ୍ତକୁ ଆପଣ ଅଳ୍ପ ଭାଜି ନିଅନ୍ତୁ। ପୋସ୍ତକୁ ଅଳ୍ପ ଭାଜିଲା ପରେ ଆପଣ ଏଥିରେ ଅଧା ଗ୍ଲାସ୍ କ୍ଷୀର ପକାନ୍ତୁ ଅବା ଆପଣ ଯେତେ କ୍ଷୀର ପିଇ ପାରିବେ ସେଥିକି କ୍ଷୀର ଏଥିରେ ପକାନ୍ତୁ। ଯେମିତି କ୍ଷୀର ଗରମ ହୋଇଯିବ ସେବେ ଆପଣ ଏଥିରେ ଏକ ମୁଠା ପଦ୍ମ ମଞ୍ଜି ପକାନ୍ତୁ।

ଏହାକୁ ହିନ୍ଦୀରେ ଫକ୍ନା ଏବଂ ଇଂରାଜୀରେ ଫସ୍ ନଟସ୍ କୁହାଯାଏ। ପଦ୍ମ ମଞ୍ଜି ଆମ ପାଇଁ ବୋହୁତ ଅଧିକ ଲାଭ ଦାୟକ ଅଟେ। ଯେଉଁ ଲୋକମାନଙ୍କୁ କମରରେ କଷ୍ଟ ରହୁଥାଏ, ହାଡ ଯେଉଁମାନଙ୍କର ଦୁର୍ବଳ ଅଟେ ପଦ୍ମ ମଞ୍ଜି ସେମାନଙ୍କ ଶରୀରକୁ ମଜବୁତ୍ ବନେଇ ଦିଏ। ପୋସ୍ତ ମଧ୍ୟ ଏହି କାମ କରିଥାଏ। ଉଭୟ ମିଶି ଆମ ଶରୀରରୁ ଅନେକ ରୋଗ ଦୂର କରିଥାନ୍ତି। ଯେଉଁ ମାନଙ୍କୁ ଆଣ୍ଠୁ ଗଣ୍ଠିରେ ସମସ୍ୟା ଅଛି ଏହାର ସେବନ ଦ୍ଵାରା ସେମାନଙ୍କ ଏହି ସମସ୍ୟା ଠିକ୍ ହୋଇଯାଏ।

ଶରୀରର ଦୁର୍ବଳତା ଦୂର ହୋଇଯାଏ, ବ୍ଲଡ ପ୍ରେସର୍ କଣ୍ଟ୍ରୋଲ ହୋଇଯାଏ, ଡାଇଭେଟିସ୍ କଣ୍ଟ୍ରୋଲ ହୋଇଯାଏ, ଚିନ୍ତା ଦୂର ହୋଇଯାଏ, ଏହାର ସେବନ ଦ୍ଵାରା ଆମ ଶରୀରର ଅନେକ ରୋଗ ଠିକ୍ ହୋଇଯାଏ। ଏବେ ଆପଣ ଏଥିରେ ଆପଣଙ୍କ ଇଚ୍ଛା ଅନୁସାରେ ମିଶିରି ମିଶାନ୍ତୁ। ମିଶିରି ବି ଆମ ଶରୀର ପାଇଁ ବୋହୁତ ଭଲ ହୋଇଥାଏ। କ୍ଷୀରକୁ ମିଠା ବନେଇବା ପାଇଁ ଆପଣ ଏଥିରେ ମିଶିରି ମିଶାଇ ପାରିବେ। ଧ୍ୟାନ ରଖନ୍ତୁ ଯଦି ଡାଇଭେଟିସ୍ ରୋଗୀ ଏହାକୁ ସେବନ କରୁଛନ୍ତି ତେବେ ଆପଣ ଏଥିରେ ମିଶିରି ମିଶାନ୍ତୁ ନାହିଁ କାରଣ ମିଠା ସେମାନଙ୍କୁ କ୍ଷତି ପହଞ୍ଚାଇ ଥାଏ। ସେଥିପାଇଁ ଆପଣ କେବଳ ପଦ୍ମ ମଞ୍ଜି ଏବଂ ପୋସ୍ତ କ୍ଷୀରରେ ମିଶାଇ ସେବନ କରି ପାରିବେ। ଏବେ ଆପଣ ଏହାକୁ ୧୦ ମିନିଟ୍ ପର୍ଯ୍ୟନ୍ତ ଏହାକୁ ଲୋଫେମ୍ ରେ ଫୁଟିବାକୁ ଛାଡି ଦିଅନ୍ତୁ। ଭଲରେ ଫୁଟେଇଲା ପରେ ଆପଣ ଏହାକୁ ଏକ ଗ୍ଲାସ୍ ରେ ଢାଳି ଦିଅନ୍ତୁ।

ଏହାର ସେବନ ଆପଣ ଦୁଇଟି ଉପାୟରେ କରି ପାରିବେ। ସକାଳୁ ଆପଣ ଖାଲି ପେଟରେ ଏହାର ସେବନ କରି ପାରିବେ ଅବା ରାତିରେ ଶୋଇବାର ଏକ ଘଣ୍ଟା ପୂର୍ବରୁ ଏହାର ସେବନ କରି ପାରିବେ ମାନେ ରାତିରେ ଖାଦ୍ୟ ଖାଇବା ଏକ ଘଣ୍ଟା ପରେ ଆପଣ ଏହାର ସେବନ କରନ୍ତୁ। ପ୍ରାରମ୍ଭିକ ସମୟରେ ଆପଣ ସପ୍ତାହରେ ଏହାର କେବଳ ଦୁଇଥର ସେବନ କରନ୍ତୁ, ଧୀରେ ଧୀରେ ଆପଣ ଏହାର ପ୍ରତିଦିନ ସେବନ କରି ପାରିବେ। ଏହାର ସେବନ ଦ୍ଵାରା ଆପଣଙ୍କ ଶରୀରରେ ଅନେକ ଫାଇଦା ଦେଖିବାକୁ ପାଇବେ। ଡେରି ନକରି ଆଜିଠୁ ଏହାର ସେବନ କରିବା ଆରମ୍ଭ କରି ଦିଅନ୍ତୁ।