Top 10 ଭାରତୀୟ କ୍ରିକେଟର ମାନଙ୍କର ସୁନ୍ଦରୀ ସ୍ତ୍ରୀ, ସବୁଠୁ ଅଧିକ ସୁନ୍ଦର Suresh Rainaଙ୍କର ସ୍ତ୍ରୀ, ଦେଖିଲେ ନିଜେ ଜାଣିଯିବେ…

ନମସ୍କାର ବନ୍ଧୁଗଣ ଆପଣମାନେ ତ କ୍ରିକେଟ୍ ନିଶ୍ଚୟ ଦେଖୁଥିବେ ଆଉ ଇଣ୍ଡିଆନ କ୍ରିକେଟର ମାନଙ୍କୁ ମଧ୍ୟ ବେଶ୍ ଭଲ ଭାବରେ ଜାଣିଥିବେ କିନ୍ତୁ ଆପଣମାନେ ସେମାନଙ୍କ ସ୍ତ୍ରୀ ବିଷୟରେ କିଛି ଜାଣିଛନ୍ତି କି ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା।

ମହେନ୍ଦ୍ର ସିଂ ଧୋନୀ: ଦର୍ଶକ ବନ୍ଧୁ ଇଏ ହେଉଛନ୍ତି ଧୋନୀଙ୍କର ସ୍ତ୍ରୀ ଯାହାଙ୍କ ନାଁ ହେଉଛି ସାକ୍ଷୀ ସିଂ ଧୋନୀ। ଧୋନୀ ୨୦୧୦ ମସିହାରେ ବିବାହ କରିଥିଲେ।

ବିରାଟ କୋହଲି: ଦର୍ଶକ ବନ୍ଧୁ ଇଏ ହେଉଛନ୍ତି ବିରାଟ କୋହଲିଙ୍କ ସ୍ତ୍ରୀ ଯାହାଙ୍କ ନାମ ହେଉଛି ଅନୁଷ୍କା ଶର୍ମା। ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ୨୦୧୭ ମସିହାରେ ବିବାହ କରିଥିଲେ ଏବଂ ଅନୁଷ୍କା ଶର୍ମା ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି।

ରୋହିତ ଶର୍ମା: ଦର୍ଶକ ବନ୍ଧୁ ଇଏ ହେଉଛନ୍ତି ରୋହିତ ଶର୍ମାଙ୍କ ସ୍ତ୍ରୀ ଯାହାଙ୍କ ନାମ ହେଉଛି ରୀତିକା ସର୍ତ୍ତେ। ରୋହିତ ଏବଂ ରୀତିକା ୨୦୧୫ ମସିହାରେ ବିବାହ କରିଥିଲେ।

ହାର୍ଦିକ ପାଣ୍ଡିଆ: ଦର୍ଶକ ବନ୍ଧୁ ଆପଣମାନେ ଏଠାରେ ଦେଖି ପାରୁଥିବେ ଇଏ ହେଉଛନ୍ତି ହାର୍ଦିକଙ୍କ ସ୍ତ୍ରୀ ଯାହାଙ୍କ ନାମ ହେଉଛି ନତାସା। ହାର୍ଦିକ ୨୦୨୦ ମସିହାରେ ନତାସାଙ୍କୁ ପ୍ରେମ ବିବାହ କରିଥିଲେ।

ଯୁବରାଜ ସିଂ: ଦର୍ଶକ ବନ୍ଧୁ ଇଏ ହେଉଛନ୍ତି ଯୁବରାଜ ଙ୍କ ସ୍ତ୍ରୀ ଯାହାଙ୍କ ନାମ ହେଉଛି ହଜଲ୍ ହିତ୍। ଯୁବରାଜ ୨୦୧୬ ମସିହାରେ ହଜଲ୍ ଙ୍କୁ ବିବାହ କରିଥିଲେ।

ଜାହିର ଖାଁ: ଦର୍ଶକ ବନ୍ଧୁ ଏଠାରେ ଆପଣମାନେ ଦେଖି ପାରୁଥିବେ ଇଏ ହେଉଛନ୍ତି ଜାହିର ଖାଁଙ୍କ ସ୍ତ୍ରୀ ଯାହାଙ୍କ ନାମ ହେଉଛି ସାଗରିକା। ଜାହିର ଖାଁ ୨୦୧୭ ମସିହାରେ ସାଗରିକାଙ୍କୁ ବିବାହ କରିଥିଲେ ଏବଂ ସାଗରିକା ଜଣେ ଅଭିନେତ୍ରୀ ଅଟନ୍ତି।

ସୁରେଶ୍ ରାଇନା: ଦର୍ଶକ ବନ୍ଧୁ ଇଏ ହେଉଛନ୍ତି ସୁରେଶ୍ ରାଇନାଙ୍କ ସ୍ତ୍ରୀ ଯାହାଙ୍କ ନାମ ହେଉଛି ପ୍ରିୟଙ୍କା ଚୌଧୁରୀ।

ରବିନ୍ ଉତ୍ଥାପା: ଦର୍ଶକ ବନ୍ଧୁ ରବିନ୍ ଉତ୍ଥାପା ୨୦୧୬ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଆଉ ତାଙ୍କ ସ୍ତ୍ରୀଙ୍କ ନାମ ହେଉଛି ଶୀତଲ ଗୌତମ।

ଦିନେଶ କାର୍ତ୍ତିକ: ଦର୍ଶକ ବନ୍ଧୁ ଇଏ ହେଉଛନ୍ତି ଦିନେଶ କାର୍ତ୍ତିକଙ୍କ ସ୍ତ୍ରୀ ଯାହାଙ୍କ ନାମ ହେଉଛି ଦୀପିକା ପାଣିଗ୍ରାହୀ। ଦିନେଶ କାର୍ତ୍ତିକ ୨୦୧୫ ମସିହାରେ ଦୀପିକା ପାଣିଗ୍ରାହୀଙ୍କୁ ବିବାହ କରିଥିଲେ।

ରବୀନ୍ଦ୍ର ଯାଡେଜା: ତେବେ ଦର୍ଶକ ବନ୍ଧୁ ଆପଣମାନେ ଏଠାରେ ଦେଖି ପାରୁଥିବେ ଇଏ ହେଉଛନ୍ତି ରବୀନ୍ଦ୍ର ଯାଡେଜାଙ୍କ ସ୍ତ୍ରୀ ଯାହାଙ୍କ ନାମ ହେଉଛି ବିଭାବା ଯାଡେଜା। ଯାଡେଜା ୨୦୧୬ ମସିହାରେ ବିଭାବାଙ୍କୁ ବାହା ହୋଇଥିଲେ।