ଓଡ଼ିଆ ଲୋକପ୍ରିୟ ସିରିଏଲ ହିରୋଇନ ମାନଙ୍କର Maa ମାନେ ଦେଖିବାକୁ ତାଙ୍କ ଠୁ ବି ଅଧିକ ସୁନ୍ଦର, ସବୁଠୁ ଅଧିକ ସୁନ୍ଦର ଇଏ

ନମସ୍କାର ବନ୍ଧୁଗଣ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସବୁ ଧାରାବାହିକ ଗୁଡ଼ିକୁ ତ ଆପଣମାନେ ନିଶ୍ଚିତ ଭାବରେ ଦେଖୁଥିବେ ଏବଂ ବୋହୁ ମାତ୍ରାରେ ପସନ୍ଦ ମଧ୍ୟ କରୁଥିବେ କିନ୍ତୁ ଏହି ଧାରାବାହିକରେ ଅଭିନୟ କରୁଥିବା ହିରୋଇନ୍ ମାନଙ୍କ ମା ମାନଙ୍କୁ ଆପଣମାନେ ଆଗରୁ କେବେ ଦେଖିଛନ୍ତି କି ଯଦି ଦେଖି ନାହାଁନ୍ତି ତେବେ ଆସନ୍ତୁ ଦେଖିବା।


ତାରା: ତାରା ତାରିଣୀ ଆଖିର ତାରା ଧାରାବାହିକରେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି। ତାଙ୍କ ଜବରଦସ୍ତ ଅଭିନୟ ଦ୍ୱାରା ସେ ଆଜି ସମସ୍ତଙ୍କ ଘରେ ଘରେ ପରିଚିତ। ତେବେ ଦର୍ଶକ ବନ୍ଧୁ ଇଏ ହେଉଛନ୍ତି ତାରାଙ୍କ ମା।


ଇତି: ଇତି ସିନ୍ଦୂରର ଅଧିକାର ଧାରାବାହିକରେ ଅଭିନୟ କରୁଛନ୍ତି। ତାଙ୍କର ଜବରଦସ୍ତ ଅଭିନୟ ପାଇଁ ସିନ୍ଦୂରର ଅଧିକାର ଧାରାବାହିକଟି ଦର୍ଶକମାନେ ବୋହୁ ମାତ୍ରାରେ ପସନ୍ଦ କରୁଛନ୍ତି। ତେବେ ଦର୍ଶକ ବନ୍ଧୁ ଇଏ ହେଉଛନ୍ତି ଇତିଙ୍କ ମା।


ରୁଦ୍ରୀ: ରୁଦ୍ରୀଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଯିଏକି ମାୟା ଧାରାବାହିକରେ ନାଗୁଣୀ ଭୂମିକାରେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି। ଯାହାଦ୍ଵାରା ମାୟା ଧାରାବାହିକଟି ବର୍ତ୍ତମାନ ନମ୍ୱର୍ ୧ ଧାରାବାହିକ ହୋଇ ପାରିଛି। ତେବେ ଦର୍ଶକ ବନ୍ଧୁ ଇଏ ହେଉଛନ୍ତି ରୁଦ୍ରୀଙ୍କ ମା।


ରାଧିକା: ରାଧିକାଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ନୂଆ ବୋହୂ ଧାରାବାହିକରେ ନିଶ୍ଚିତ ଭାବରେ ଦେଖିଥିବେ କିନ୍ତୁ ବର୍ତ୍ତମାନ ସମୟରେ ନୂଆ ବୋହୂ ଧାରାବାହିକଟି ବନ୍ଦ୍ ହୋଇ ଝିଅ ଆମର ନୂଆ ବୋହୂ ଧାରାବାହିକ ଆରମ୍ଭ ହେବାରୁ ରାଧିକା ଆଉ ଏହି ଧାରାବାହିକରେ ନଜର ଆସୁ ନାହାଁନ୍ତି। ତେବେ ବନ୍ଧୁଗଣ ଇଏ ହେଉଛନ୍ତି ରାଧିକାଙ୍କ ମା।


ଶ୍ରଦ୍ଧା: ଶ୍ରଦ୍ଧାଙ୍କୁ ମଧ୍ୟ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଶ୍ରଦ୍ଧା କୁଆଁରୀ ବୋହୂ ଧାରାବାହିକରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି ଅଭିନୟ କରୁଛନ୍ତି। ଏହି ଧାରାବାହିକର ଶ୍ରଦ୍ଧା ଆଉ ସାଇଙ୍କ ଯୋଡିକୁ ଦର୍ଶକମାନେ ଖୁବ୍ ପସନ୍ଦ କରୁଛନ୍ତି। ଦର୍ଶକମାନେ ମଧ୍ୟ କୁଆଁରୀ ବୋହୂ ଧାରାବାହିକ ଦେଖିବା ପାଇଁ ଖୁବ୍ ପସନ୍ଦ କରୁଛନ୍ତି। ତେବେ ଦର୍ଶକ ବନ୍ଧୁ ଇଏ ହେଉଛନ୍ତି ଶ୍ରଦ୍ଧାଙ୍କ ମା।