ଟ୍ରେନ ଛାଡି ଦେବାରୁ ଘରକୁ ଫେରିକି ଆସିଲେ ସ୍ୱାମୀ, ବେଡ଼ରୁମରେ ପତ୍ନୀଙ୍କୁ ଏପରି ଅବସ୍ଥାରେ ଦେଖି ବେହୋସ ହେଇଗଲେ…

ପୁରୁଣା ସମୟ ରେ ପତି ପତ୍ନୀ ଙ୍କ ର ସମ୍ପର୍କ ଏକ ପବିତ୍ର ସମ୍ପର୍କ ବୋଲି କୁହାଯାଉଥିଲା I ବୈବାହିକ ସମ୍ପର୍କ ଏକ ପବିତ୍ର ଓ ବିଶ୍ୱାସ ର ସମ୍ପର୍କ ଅଟେ I ବର୍ତମାନ ସମୟ ରେ ଲୋକେ ନିଜ ର ଇଚ୍ଛା ପୁରା କରିବା ପାଁଇ ଏପରି କିଛି ନିନ୍ଦନୀୟ କାର୍ଯ୍ୟ ମଧ୍ୟ କରିଛନ୍ତି I ଗ୍ରାମାଞ୍ଚଳ ରେ ଆଜି ଆମେ କିଛି ସାମାଜିକ ସଂସ୍କାର ଦେଖିବା କୁ ପାଉଛୁ କିନ୍ତୁ ସହରାଂଚଳ ରେ କୌଣସି ସାମାଜିକ ସଂସ୍କାର ବୋଲି କିଛି ନାହିଁ I ସହରାଂଚଳ ରେ ଅନେକ କିଛି କ୍ରାଇମ ମଧ୍ୟ ହେଇଥାଏ I

ଆଜି ଆମେ ଯେଉଁ ଘଟଣା ବିଷୟ ରେ କହିବା କୁ ଯାଉଛେ ଏହା ହେଉଛି ଗଜିୟାଵାଦ ସହର ର ଅଟେ I ଏହି ସହର ରେ ଜଣେ ବ୍ୟକ୍ତି ଙ୍କ ର ପିତା ଙ୍କ ର ସ୍ଵାସ୍ତ୍ୟ ଖରାପ ହେବାକୁ ନେଇ ଅନ୍ୟ ସହର କୁ ତାଙ୍କୁ ପିତା ଙ୍କୁ ହସ୍ପିଟାଲ ନେଇ ଚିକିତ୍ସା କରିବା କୁ ଯାଉଥିଲେ I ତାଙ୍କ ସହ ତାଙ୍କ ମା ମଧ୍ୟ ଯାଉଥିଲେ I ଯେତେବେଳେ ତାଙ୍କ ସାଙ୍ଗ ରେ ତାଙ୍କ ପତ୍ନୀ ଙ୍କୁ ଡାକିଥିଲେ ତ ସେ ମନା କରିଦେଇଥିଲେ I ସେ କହିଥିଲେ ହସ୍ପିଟାଲ ଗଲେ ମୋତେ ଆଲର୍ଜି ହେବ I ତେଣୁ ଏହି ବ୍ୟକ୍ତି ନିଜ ପତ୍ନୀ ଙ୍କୁ ଘରେ ଏକାକୀ ଛାଡି ନିଜ ମା ଙ୍କ ସହ ବାହାରିଥିଲେ I

ରାତି ରେ ଠିକ 11 ଘଟିକା ସମୟ ରେ ଟ୍ରେନ ଥିଲା I ଏବଂ ଷ୍ଟେସନ ରେ ପହଂଚିଥିଲେ ମଧ୍ୟ କିନ୍ତୁ ଟ୍ୟାକ୍ସି ରେ ବିଳମ୍ବ ହେବାରୁ ସଠିକ ସମୟ ରେ ଷ୍ଟେସନ ରେ ପହଂଚିପାରି ନ ଥିଲେ ଓ 10 ମିନିଟ ବିଳମ୍ବ ହେଇଯାଇଥିଲା I ତେଣୁ ସେ ନିଜ ଘର କୁ ଫେରି ଆସିଥିଲେ I

ଏବଂ ଘର କୁ ଆସିବା ପରେ ସେ ନିଜ ପତ୍ନୀ ଙ୍କୁ ଏପରି ଅବସ୍ଥା ରେ ଦେଖି ବିଶ୍ୱାସ କରିପାରି ନ ଥିଲେ I ସେ ନିଜ ପତ୍ନୀ ଙ୍କୁ ବିନା ବସ୍ତ୍ର ରେ ବିଛଣା ରେ ସୋଇଥିବା ର ଦେଖିଲେ ଓ ଖଟ ତଳେ ତାଙ୍କ ର ଜଣେ ପ୍ରେମିକ ମଧ୍ୟ ଲୁଚି ରହିଥିଲା I ପତ୍ନୀ ନିଜ ପତି ଙ୍କୁ ଦେଖି ଡରିଯାଇଥିଲେ I ଏହା ପରେ ସେହି ବ୍ୟକ୍ତି ଖୁବ ରାଗିଯାଇଥିଲେ ଓ ନିଜ ପତ୍ନୀ ଙ୍କ ର ପ୍ରେମୀ ଙ୍କୁ ଖଟ ତଳୁ ଭିଡି ବାହାର କରିଥିଲେ I

ସେହି ବ୍ୟକ୍ତି ଙ୍କୁ ଖୁବ ମାଡ଼ ମାରିବା ପରେ ପଡିସା ଘର ର ଲୋକେ ମଧ୍ୟ ସେଠାକୁ ଆସିଜାଇଥିଲେ I ଏହା ପରେ ପୋଲିସ କୁ ଖବର ଦିଆଯାଇଥିଲା I ଘଟଣା ସ୍ଥଳ ରେ ପୋଲିସ ପହଂଚିବା ପରେ ହିଁ ଘଟଣା ଶାନ୍ତ ହେଇଥିଲା I ସେଠାରେ ତାଙ୍କ ପତ୍ନୀ ଙ୍କ ର ପ୍ରେମୀ ଙ୍କୁ ପୋଲିସ ଗିରଫ କରିଥିଲା I