TTE ଜଣଙ୍କ ବିନା ଟିକେଟରେ ଯାତ୍ରା କରୁଥିବା ଝିଅ ସହ କିଛି ଏପରି କଲେ

ରେଳ ବିଭାଗ କୁ ଭାରତ ର ପରିବହନ ର ଏକ ମେରୁଦଣ୍ଡ ବୋଲି ଲୋକେ ମାନିଥାନ୍ତି I କୋଟି କୋଟି ଲୋକେ ଏହି ରେଳ ବିଭାଗ ଉପରେ ନିର୍ଭର କରି ଚାଲିଥାନ୍ତି I

ରିପୋର୍ଟ ଅନୁସାରେ ବିଗତ ଦିନ ରେ ବିନା ଟିକେଟ ରେ ଏକ ଝିଅ ଟ୍ରେନ ରେ ଯାଉଥିଲା ଏବଂ ଚେକିଂ ସମୟ ରେ ଟିଟି ତାଙ୍କୁ ଧରିଥିଲେ I

ଏବଂ ଟିଟି ଜଣଙ୍କ କିଛି ଏପରି ବ୍ୟବହାର ଝିଅ ସହ କରିଲେ କି ଏହା ଏକ ନିହାତି ଲଜ୍ୟାଜନକ ବିଷୟ ଅଟେ I ଏବଂ ନିହାତି ଭାବରେ ବର୍ତମାନ ନାରୀ ଙ୍କ ର ସୁରକ୍ଷା ର ବିଷୟ ମଧ୍ୟ ଏହା I TTE ଙ୍କ ମନ ରେ କିଛି ଦୁଶ୍ଚିନ୍ତା ଜାଗ୍ରତ ହେଇଥିଲା ଓ ସେ ଏହି ଝିଅ ସହ ଏପରି କିଛି କରିବାକୁ ପଦକ୍ଷପ ନେଇଥିଲେ ସେ ଝିଅ ଟିକୁ ନେଇ AC ବଗି ରେ ବସାଇଦେଲେ ଓ କହିଲେ ତୁମକୁ ଯଦି କେହି ପଚାରିବେ ତ ତୁମେ କହିବି ମୋତେ ଏଠାରେ TTE ରବି କୁମାର ଙ୍କ ମୁ ଗାର୍ଲଫ୍ରେଣ୍ଡ I

ଝିଅ ଟି ଦେଇଥିବା ବୟାନ ଅନୁସାରେ TTE ତାଙ୍କୁ ତାଙ୍କ ର ଗାର୍ଲଫ୍ରେଣ୍ଡ ହେବାର କହିଥିଲେ I

TTE ଙ୍କ ର ଏପରି ଖରାପ ବ୍ୟବହାର କୁ ସେ ବିରୋଧ କରିଥିଲେ ଓ GRP ରେ ମଧ୍ୟ ଅଭିଯୋଗ କରିଥିଲେ ଏବଂ GRP ତୁରନ୍ତ ସେହି TTE ଙ୍କୁ ଗିରଫ କରିଥିଲେ I

ଏହି ଘଟଣା ରେ GRP ଅଧିକାରୀ କହିଛନ୍ତି କି ଏହି ଛାତ୍ରୀ ଜଣଙ୍କ ବିନା ଟିକେଟ ରେ ଟ୍ରେନ ରେ ଯାଉଥିଲେ ଏବଂ ଏହି ସମୟ ରେ TTE ଏହି ଛାତ୍ରୀ ଙ୍କ ର ଫାଇଦା ଉଠାଇବାକୁ ଚେଷ୍ଟା କରୁଥିଲେ ଏବଂ ସେହି TTE ଜଣଙ୍କ ସେହି ଟ୍ରେନ ରେ ଡିଉଟି ରେ ଥିଲେ I

ଏବଂ ସବୁଠାରୁ ବଡ଼ ଖବର କି ସେହି TTE ଙ୍କ ଉପରେ ପୂର୍ବରୁ ହିଁ ବଳାତ୍କାର ର ଆରୋପ ରହିଛି I 2016 ରେ ତାଙ୍କ ଉପରେ ଏକ ବଳାତ୍କାର ର ଆରୋପ ଥିଲା I

ସୂଚନା ଅନୁସାରେ ପୀଡିତ ଛାତ୍ରୀ ଜଣଙ୍କ ଦିଲ୍ଲୀ ୟୂନିବାରସିଟି ରେ BSc ପଢୁଛନ୍ତି I ଏବଂ ଝିଅ ଟି ବାରଣାସୀ ରେ ରୁହନ୍ତି I