ଆଜିକାଲି ବହୁତ ଲୋକେ ମଦ୍ୟପାନ କରୁଛନ୍ତି I କିନ୍ତୁ ନିୟମିତ ମଦ୍ୟପାନ କରିବା ଏହା ଆମ ସ୍ୱାସ୍ଥ୍ୟ ପାଁଇ ହାନିକାରକ ମଧ୍ୟ ହେଇପାରେ I ଏକ ଗବେଷଣା ରେ ଏପରି ଦେଖିବାକୁ ମିଳିଛି କି ବିୟର ପିଇବା ଦ୍ୱାରା ଶରୀର ପାଁଇ ଉପକାର ହେଇଥାଏ I ଆମେ କିନ୍ତୁ କହିରଖୁଛୁ ଏହା କେବଳ ଏକ ଉଚିତ ମାତ୍ର ରେ ହିଁ ପିଇବା ଉଚିତ I
* ୱାଇନ ପରି ବିୟର ମଧ୍ୟ ଏକ ଉଚିତ ମାତ୍ରା ରେ ସେବନ କରିବା ଦ୍ୱାରା ହାର୍ଟ ପ୍ରୋବ୍ଲେମ କିଛି ରୁହେ ନାହିଁ , ଏହା ଆମ ରକ୍ତ କୁ ପତଳା କରିଥାଏ ଓ କୌଣସି ଠାରେ ଜମିବାକୁ ଦିଏ ନାହିଁ I
* ଉଚିତ ମାତ୍ରା ରେ ବିୟର ପିଇବା ଦ୍ୱାରା ଆମ ଶରୀର ରେ ଲିପପ୍ରୋଟିନ ର ମାତ୍ରା ବଢିଥାଏ I ଏହା ଆମ ଶରୀର ରେ ବଡ଼ି କଣ୍ଟ୍ରୋଲ କୁ ବି ବାହାରିବାରେ ସହାୟକ ହେଇଥାଏ I ବିୟର ପିଇବା ରେ 90% ପାଣି ରହିଥାଏ , ଫିନ୍ଲାଣ୍ଡ ରେ ଏକ ଗବେଷଣା ରେ ଦେଖାଯାଇଛି କି ପ୍ରତିଦିନ ଏକ ବୋତଲ ବିୟର ପିଇଲେ କିଡ୍ନୀ ଷ୍ଟୋନ ପରି ସମସ୍ୟା ରହିନ ଥାଏ I
*ବିୟର ପିଇବା ଦ୍ୱାରା କ୍ୟାନ୍ସର ର ସମ୍ଭାବନା ମଧ୍ୟ ଅନେକ ମାତ୍ରା ରେ କମିଯାଇଥାଏ ଏବଂ ଆଖି କୁ ମଧ୍ୟ ଅନେକ ରୋଗ ରୁ ରକ୍ଷା କରିଥାଏ I