ଭିଡିଓ : ଯେତେବେଳେ ଦେଖୁ ଦେଖି କିଛି ମିନିଟ ମଧ୍ୟରେ ଜୀବିତ ବ୍ୟକ୍ତିଙ୍କୁ ଗିଳିଦେଲା ଅଜଗର,ଏହା ପରେ ଯାହା ହେଲା..

ଆପଣ ବି ଏହା ଜାଣିଥିବେ ଆଜିକାଲି ଅନେକ କିଛି ଘଟଣା ସମ୍ପର୍କ ରେ ଆମେ ସୋସିଆଲ ମିଡ଼ିଆ ମାଧ୍ୟମ ରେ ଖବର ପାଇଥାଉ I ତେବେ ଏହି ଘଟଣା ଏପରି କି ବାସ୍ତବ ରେ ଏହା ଆଶ୍ଚଯ୍ୟକର ଅଟେ I ଏବଂ ଆଜି ଆମେ ଯେଉଁ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ ଏହା ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ହେବାରେ ଲାଗିଛି I ଏକ ଏପରି ଘଟଣା ଯାହା ଆପଣ ଶୁଣିବି ବିଶ୍ୱାସ କରିପାରିବେନାହିଁ I ତେବେ ଆମେ କୌଣସି ଛୋଟ ସାପ ଦେଖି ଡରିଯାଇଥାଉ କିନ୍ତୁ ଆମେ ଆଜି ଯେଉଁ ସାପ ସମ୍ପର୍କ ରେ କହିବାକୁ ଯାଉଛୁ ଏହା ଦେଖି ଆପଣ ବି ଡରିଯିବେ I

ଏକ ଏପରି ସାପ ଯାହା ମଣିଷ କୁ ବି ଗିଳିଦେଇଥାଏ ଏବଂ ଏହା ର ଆକାର ଦେଖି ଆମେ ବି ଡରିଯିବା I ଏକ ବିରାଟ ଅଜଗର ଚାହୁଁ ଚାହୁଁ ଜଣେ ବ୍ୟକ୍ତି ଙ୍କୁ ଗୁଳିଦେଇଥିଲା I ତେବେ ଏହି ଅଜଗର ପାଇଥାନ ପ୍ରଜାତିର ଦେଖିବାକୁ ଆକାର ରେ ଖୁବ ବଡ଼ ଅଟେ I

ବିଜ୍ଞାନ ଅନୁସାରେ ଏହି ସାପ ବୋଡ଼ିଡ଼ି ବଂଶ ର ଅଟେ ଏବଂ ଏହି ସାପ ର ଚୌଡା 3 ଫୁଟ ରୁ ବି ଅଧିକ ହେଇଥାଏ ଏବଂ ଅଧିକାଂଶ ଅଜଗର ଗଛ ଉପରେ ହିଁ ରହିଥାନ୍ତି I

ତେବେ ଆଜିକାଲି ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ଟି ଖୁବ ଭାଇରଲ ହେବାରେ ଲାଗିଛି I ଯେଉଁଥିରେ ଜଣେ ବ୍ୟକ୍ତି ଙ୍କ ସହ ଯାହା ଘଟଣା ଘଟୁଛି ଏହା ଦେଖି ଆପଣ ଙ୍କ ର ହୋସ ଉଡିଯିବ I ଏହି ଭିଡିଓ ରେ ଜଣେ ବ୍ୟକ୍ତି ଜଙ୍ଗଲ ରେ ବୁଲୁଥିଲା ଏବଂ ଅଚାନକ କିଛି ସେ ଅନୁଭବ କରିଥିଲା ଏବଂ ଅଚାନକ ହିଁ ଏକ ବିଶାଳ ଅଜଗର ତାଙ୍କ ଉପରେ ଆକ୍ରମଣ କରିଥିଲା I

ତେବେ ସେହିଠାରେ ହିଁ ଏହି ଅଜଗର ଟି ଉକ୍ତ ବ୍ୟକ୍ତି ଙ୍କୁ ଗିଳିଦେଇଥିଲା ଏବଂ ଜଣା ହିଁ ପଡ଼ିଲାଣି କି ସେ ଲୋକଟି ଗଲା କୁଆଡେ I ତେବେ ଏହି ଘଟଣା କୁ ଦେଖି ପାଖରେ ଥିବା ଲୋକେ ସହାୟତା ମାଗିଥିଲେ ଏବଂ ଲୋକେ ଆସି ଅଜଗର ଟିକୁ ଧରି ତାର ପେଟ ଚିରି ଉକ୍ତ ବ୍ୟକ୍ତି ଙ୍କୁ ଅଜଗର ପେଟ ରୁ ବାହାର କରିଥାନ୍ତି I

ତେବେ ଆଶ୍ଚଯ୍ୟ କର କଥା କି ଅଜଗର ଖାଇବା ପରେ ବି ସେହି ବ୍ୟକ୍ତି ଜୀବିତ ଥିଲେ ଏବଂ ଏହା ଆପଣ ଏହି ଫୋଟୋ ରେ ବି ଦେଖିପାରୁଥିବେ କିପରି ଏହି ବ୍ୟକ୍ତି ଙ୍କୁ ଅଜଗର ଗିଳି ଦେଇଥିଲା I ଏଠାରେ ଉପସ୍ଥିତ ଜଣେ ବ୍ୟକ୍ତି ସମସ୍ତ ଘଟଣା ର ଭିଡ଼ିଓ ବି ବଣାଇଥିଲେ I ଏବଂ ସେହି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ହେବାରେ ଲାଗିଛି I

ଦେଖନ୍ତୁ ଭିଡ଼ିଓ