ସଲମାନ ଖାନ ନ ଥିଲେ କେବେ ଏକ ହେଇପାରି ନ ଥାନ୍ତେ ବିରାଟ ଓ ଅନୁଷ୍କା, ଜାଣନ୍ତୁ କଣ କରିଥିଲେ ସଲମାନ

ଇଟାଲୀ ରେ ସବୁଠାରୁ ରୋମାଣ୍ଟିକ ସହର ରେ ଏକ ଫ୍ୟାସନ ସିଟି ନାମ ରେ ଏହା ପରିଚିତ ଅଟେ I ଏହି ମିଳନ ସହର ପୁଣି ଥରେ ଚର୍ଚା କୁ ଆସିଛି I କାରଣ ଏହି ସ୍ଥାନ ରେ ବିରାଟ ଓ ଅନୁଷ୍କା ଙ୍କ ର ବିବାହ ହେଇଥିଲା I ଯାହା ର ଚର୍ଚା ଖୁବ ଅଧିକ ଦେଖିବାକୁ ମିଳିଥିଲା I ବିଗତ 12 ଡିସେମ୍ବର ରେ ଅନୁଷ୍କା ଓ ବିରାଟ ଙ୍କ ର ବିବାହ ହେଇଥିଲା I ଏବଂ ସେ ମୁମ୍ବାଇ ରେ ଏକ ବଡ଼ ରିସେପ୍ସନ ପାର୍ଟି ର ଆୟୋଜନ ମଧ୍ୟ କରିଥିଲେ I କିନ୍ତୁ ଏହା ଖୁବ କମ ଲୋକେ ଜାଣିଛନ୍ତି କି ବିରାଟ ଓ ଅନୁଷ୍କା ଙ୍କ ର 4 ବର୍ଷ ର ପ୍ରେମ ସମ୍ବଦ୍ଧ ରେ ଏକ ସମୟ ଏପରି ଆସିଥିଲା ଯେଉଁ ସମୟ ରେ କି ଉଭୟ ଙ୍କ ର ପ୍ରେମ ସମ୍ବନ୍ଧ ରେ ଫାଟ ସୃଷ୍ଟି ହେଇଥିଲା I ଏବଂ ସଲ୍ମାନ ଙ୍କ କାରଣ ରୁ ଆଜି ଦୁହେଁ ଏକ ହେଇପାରିଛନ୍ତି I

ଅନୁଷ୍କା ଶର୍ମା ଙ୍କ ର ଫିଲ୍ମ ବମ୍ବେ ବେଳବେଟ ରେ ବିରାଟ କୋହଲି 40 କୋଟି ଟଙ୍କା ବିନିଯୋଗ କରିଥିଲେ I କିନ୍ତୁ ଫିଲ୍ମ ଫ୍ଲପ ହେଇଥିଲା I ଏହି ଫିଲ୍ମ ରେ ମୋଟ 120 କୋଟି ଖର୍ଚ୍ଚ ହେଇଥିଲା ଓ ମାତ୍ର 24 କୋଟି ଟଙ୍କା ର ରୋଜଗାର ହେଇଥିଲା I ଏହା କୁ ନେଇ ଉଭୟ ଅନୁଷ୍କା ଓ ବିରାଟ ଙ୍କ ମଧ୍ୟ ରେ ବୁଝାମଣା ଠିକ ରହି ନ ଥିଲା I ବିରାଟ ଙ୍କ ର ବ୍ୟବହାର ରେ ଅନୁଷ୍କା ବିରାଟ ହେଇଯାଇଥିଲେ ଓ ଏହା ପରେ ଅନୁଷ୍କା ଫିଲ୍ମ ସୁଲତାନ ର ସୁଟିଂ ରେ ବ୍ୟସ୍ତ ହେଇଯାଇଥିଲେ I

ଏପରି କି ସମ୍ପର୍କ ରେ ପୁର୍ଣଛେଦ ପଡିବ ପରିସ୍ଥିତି ଆସିଯାଇଥିଲା I ଏହା ପରେ ସଲ୍ମାନ ଉଭୟ ଅନୁଷ୍କା ଓ ବିରାଟ ଙ୍କୁ ମୁମ୍ବାଇ ରେ ଏକ ହୋଟେଲ କୁ ଡାକିଥିଲେ I ଦୁହେଁ ସେହି ହୋଟେଲ କୁ ଡିନର କରିବାକୁ ଆସିଥିଲେ I ସେଠାରେ ସଲ୍ମାନ ଉଭୟ ଅନୁଷ୍କା ଓ ବିରାଟ ଙ୍କ ମଧ୍ୟ ରେ ଥିବା ଭୁଲ ବୁଝାମଣା କୁ ଦୂର କରିଥିଲେ I ଏବଂ ଆଜି ଦୁହେଁ ବିବାହ କରି ବେଶ ଖୁସି ରେ ଅଛନ୍ତି I

ବିରାଟ ଓ ଅନୁଷ୍କା ଙ୍କ ର ପ୍ରେମ କାହାଣୀ 2013 ରେ ଆରମ୍ଭ ହେଇଥିଲା I ଯେଉଁ ସମୟ ରେ ଦୁହେଁ ଏକ ସାମ୍ପ କମ୍ପାନୀ ର ବିଜ୍ଞାପନ ରେ ବ୍ୟସ୍ତ ରହିଥିଲେ I ଉଭୟ ଙ୍କ ର ଧୀରେ ଧୀରେ ବନ୍ଧୁତା ବଢିଥିଲା I ଦୁହେଁ ଅଧିକ ଅଧିକ ସମୟ ପରସ୍ପର ସହ ବିତାଇଥିଲେ I ଏହା ପରେ ଦିନେ ଏୟାରପୋର୍ଟ ରୁ ବିରାଟ ସିଧା ଅନୁଷ୍କା ଙ୍କ ଘର କୁ ଯାଇଥିଲେ ଏବଂ ଏହା ପରେ ଉଭୟ ଙ୍କୁ ଅନେକ ସ୍ଥାନ ରେ ଆକାତି ମଧ୍ୟ ଦେଖିବାକୁ ମିଳିଥିଲା I

ଅନ୍ୟପଟେ କିନ୍ତୁ ଏହା ମଧ୍ୟ ଜଣାଯାଇଛି କି ଅନୁଷ୍କା ଓ ବିରାଟ ଙ୍କ ର ପିଲାଦିନ ରୁ ହିଁ ପରସ୍ପର କୁ ଜାଣିଥିଲେ I ଏବଂ ଅନୁଷ୍କା ବିରାଟ ଙ୍କ ସହ ପିଲାଦିନ ରେ କ୍ରିକେଟ ମଧ୍ୟ ଖେଳିଛନ୍ତି I ଅନୁଷ୍କା ଙ୍କ ର ଭାଇ କରିନେସ ଅଣ୍ଡର 19 ରେ କ୍ରିକେଟ ଖେଳିସାରିଛନ୍ତି I