ବିରାଟ କୋହଲି ଙ୍କୁ କିଏ ବା ନ ଜାଣିଚି I ସେ ଜଣେ ବିଶ୍ୱ ସ୍ତର ର କ୍ରିକେଟର ଅଟନ୍ତି I ଏବଂ ଦୁନିଆ ସାରା ତାଙ୍କ ର ପ୍ରଶଂସକ ଅଛନ୍ତି I ବହୁତ କମ ଲୋକେ କିନ୍ତୁ ତାଙ୍କ ପରିବାର ସଦସ୍ୟ ଙ୍କ ବିଷୟ ରେ ଜାଣିଛନ୍ତି I
ବିରାଟ କୋହଲି ଙ୍କ ର ଜନ୍ମ ଦିଲ୍ଲୀ ରେ ହେଇଥିଲା I ବିରାଟ କୋହଲି ବହୁତ କମ ବୟସ ରୁ ହିଁ ଖେଳୁଥିଲେ I ଯେତେବେଳେ ସେ 9 ବର୍ଷ ର ଥିଲେ ତାଙ୍କ ପିତା ତାଙ୍କୁ କ୍ରିକେଟ ଏକାଡ଼ମୀ କୁ ପଠାଇଥିଲେ I
ପିତା – ବିରାଟ କୋହଲି ଙ୍କ ର ପିତା ଙ୍କ ର ନାମ ପ୍ରେମ କୋହଲି ଅଟେ I ସେ ଜଣେ ଓକିଲ ଅଟନ୍ତି I ତାଙ୍କ ର 2006 ରେ ମୃତ୍ୟୁ ହେଇଥିଲା ଏବଂ ସେହି ସମୟ ରେ ବିରାଟ ଖେଳୁଥିଲେ I ଆଜିକା ସମୟ ରେ ମଧ୍ୟ ବିରାଟ ତାଙ୍କ ପିତା ଙ୍କୁ ବହୁତ ମନେ ପକାଉଛନ୍ତି I
ମା – ବିରାଟ ଙ୍କ ର ମା ଙ୍କ ନାମ ସରୋଜ କୋହଲି ଅଟେ I ସେ ଜଣେ ଗୃହିଣୀ ଅଟନ୍ତି I ବିରାଟ କୋହଲି ନିଜ ମା ଙ୍କୁ ବହୁତ ସ୍ନେହ କରୁଛନ୍ତି I ଏବଂ ତାଙ୍କ ଫୋଟୋ ମଧ୍ୟ ସେ ସେୟାର କରୁଛନ୍ତି I
ଭଉଣୀ – ବିରାଟ କୋହଲି ଙ୍କ ର ଭଉଣୀ ଙ୍କ ର ନାମ ଭାବନା କୋହଲି ଅଟେ I ସେ ସଞ୍ଜୟ ଢ଼ିଗରା ଙ୍କୁ ବିବାହ କରିଛନ୍ତି I ତାଙ୍କ ର ଏକ ଝିଅ ମହକ ଓ ପୁଅ ଆୟୁଷ ମଧ୍ୟ ରହିଛି I
ଭାଇ -ବିରାଟ ଙ୍କ ର ଭାଇ ଙ୍କ ର ନାମ ବିକାଶ କୋହଲି ଅଟେ I ସେ ଭାବନା ନାମ ଯୁବତୀ ଙ୍କୁ ବିବାହ କରିଛନ୍ତି I ତାଙ୍କ ର ଏକ ଝିଅ ମଧ୍ୟ ରହିଛି ଯାହା ଙ୍କ ର ନାମ ଆର୍ଯ୍ୟ ଅଟେ I