ଭାରତୀୟ କ୍ରିକେଟ ଟିମ ଶୁକ୍ରବାର ରେ ୱେଷ୍ଟଇଣ୍ଡିଜ ବିପକ୍ଷ ରେ ଐତିହାସିକ ବିଜୟ ହାସିଲ କରିଛି I ଏହା ଭାରତୀୟ ଟିମ ପାଁଇ ଟି 20 କ୍ରିକେଟ ରେ ସବୁଠାରୁ ବଡ଼ ବିଜୟ ଅଟେ I ଏବଂ ଏହି ମ୍ୟାଚ ରେ ଭାରତୀୟ ଟିମ ର କ୍ୟାପଟେନ ବିରାଟ କୋହଲି ଙ୍କ ର ମଧ୍ୟ ବିଶେଷ ଯୋଗଦାନ ରହିଛି I
ୱେଷ୍ଟଇଣ୍ଡିଜ ଭାରତ ବିପକ୍ଷ ରେ ହାଇଦ୍ରାବାଦ ରେ ଟି 20 ରେ ଦମଦାର ବ୍ୟାଟିଂ କରି 5 ଵିକେଟ ହରାଇ 207 ରନ ର ବିଶାଳ ସ୍କୋର କରିଥିଲେ I ଏବଂ ଟିମ ଇଣ୍ଡିଆ ନିଜ ର ଲକ୍ଷ ପୁରା କରିପାରିଥିଲା I କେଏଲ ରାହୁଲ ଏଠାରେ ଆକ୍ରମକ ଖେଳ ପ୍ରଦର୍ଶନ କରିଥିଲେ I
କ୍ୟାପଟେନ କୋହଲି ହିଁ ଅସଲି ବସ
ମୈଦାନ ରେ ବ୍ୟାଟ ର ଜୋର ଦେଖାଇଥିଲେ ବିରାଟ କୋହଲି I ଟିମ ଇଣ୍ଡିଆ ପାଁଇ ପୁରା ଜୋର ଦେଇଥିଲେ I ଶୁକ୍ରବାର ମ୍ୟାଚ ସମୟ ରେ ଡଗ ଆଉଟ ରେ କୋଚ ଶାସ୍ତ୍ରୀ ଖେଳାଳି ଙ୍କ ସହ ବସିଥିଲେ କିନ୍ତୁ ପ୍ଲାନିଂ କରିଥିଲେ ବ୍ୟାଟ୍ସମ୍ୟାନ ବିରାଟ କୋହଲି I 12 ମୈଦାନ ରୁ ହିଁ ଇସାରା କରିଥିଲେ ଓ ଖେଳାଳି ଙ୍କ ର କ୍ରମିକ ରେ ପରିବର୍ତନ କରିଥିଲେ I
ବିରାଟ ପରିବର୍ତନ କରାଇଥିଲେ ବ୍ୟାଟ୍ସମ୍ୟାନ ଙ୍କ ର କ୍ରମିକ
ଚତୁର୍ଥ ନମ୍ବର ରେ ଶ୍ରେୟସ ଅୟର ସେ ବ୍ୟାଟିଂ କରିବା କୁ ଆସିବା ପାଁଇ ସମ୍ପୂର୍ଣ ପ୍ରସ୍ତୁତ ଥିଲେ I ଏବଂ ବଡ଼ ଲକ୍ଷ କୁ ହାସିଲ କରିବା ମଧ୍ୟ ଆବଶ୍ୟକ ଥିଲା ତେଣୁ କୋହଲି ଋଷବ ଙ୍କୁ ସେଠାରେ ଖେଳିବା କୁ କହିଥିଲେ I ସେହିପରି ଶ୍ରେୟସ ଅୟର ଙ୍କ ର ଆଉଟ ହେବା ପରେ ମୈଦାନ ରେ ସ୍ଥାନ ରେ ଶିବମ ଦୁବେ ବ୍ୟାଟିଂ କରିବାକୁ ଆସିଥିଲେ I
ଋଷବ ଙ୍କ ର ଆସିବା ମାତ୍ରେ ଛକ୍କା
କ୍ୟାପଟେନ ବିରାଟ କୋହଲି କ୍ରମିକ ପରିବର୍ତନ କରିଥିଲେ ଏବଂ କେଏଲ ରାହୁଲ ଆଉଟ ହେଇଯାଇଥିଲେ I ଏହା ପରେ ଋଷବ ମୈଦାନ କୁ ଆସିଥିଲେ ଏବଂ ପ୍ରଥମ ବଲ ରେ ହିଁ ଛକ୍କା ମାରିଥିଲେ I 9 ବଲ ରେ 18 ରନ କରି ଆଉଟ ହେଇଥିଲେ I