ବିରାଟଙ୍କୁ ପଚରାଗଲା- ଆପଣ ମୈଦାନ ଉପରେ ଏତେ କଣ ପାଇଁ ରାଗିଥିଲେ, ମିଳିଲା କଢ଼ା ଉତ୍ତର, ଦେଖନ୍ତୁ

ହାଇଦ୍ରାବାଦ ରେ ଆୟୋଜିତ ହେଇଥିବା ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟ ରେ ଟି 20 ସିରିଜ ର ପ୍ରଥମ ମ୍ୟାଚ ରେ ଭାରତୀୟ ଟିମ ର ବିଜୟ ହେଇଚି I ଭାରତୀୟ ଟିମ 6 ଗୋଟି ଵିକେଟ ହରାଇ ବିଜୟ ହାସିଲ କରିଛି I ବିରାଟ କୋହଲି ଏଥିରେ 50 ଓଭର ମଧ୍ୟ ରେ 94 ରନ କରିଥିଲେ I

ବିରାଟ କୋହଲି ହେଲେ ମ୍ୟାନ ଅଫ ଦି ମ୍ୟାଚ
ଭାରତୀୟ ଟିମ ର କ୍ୟାପଟେନ ବିରାଟ କୋହଲି 50 ଓଭର ର ଏହି ମ୍ୟାଚ ରେ ନିଜେ ଏକାକୀ 94 ରନ କରିଥିଲେ ଓ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ହାସିଲ କରିପାରିଥିଲେ I ଏହିପରି ଭାରତୀୟ ଟିମ 208 ରନ ର ଲକ୍ଷ କୁ ସହଜ ରେ ହାସିଲ କରିପାରିଥିଲା I

ମ୍ୟାଚ ପରେ ବିରାଟ କୋହଲି ମ୍ୟାନ ଅଫ ଦି ମ୍ୟାଚ ଆୱାର୍ଡ ପାଇଥିଲେ କିନ୍ତୁ ସେଠାରେ ତାଙ୍କୁ ସଞ୍ଜୟ ମଞ୍ଜେକର ପଚାରିଥିଲେ କି ମୈଦାନ ରେ ଆପଣ କଣ ପାଁଇ ରାଗିଯାଇଥିଲେ I ଏହା ର କାରଣ କଣ ଥିଲା I

ଉତ୍ତର ରେ ବିରାଟ କୋହଲି କହିଥିଲେ ମ୍ୟାଚ ଆରମ୍ଭ ରୁ ଭଲ ରନ ହେଉ ନ ଥିଲା I ଏବଂ ମୈଦାନ ରେ ୱେଷ୍ଟଇଣ୍ଡିଜ ଖେଳାଳି ମାନେ ଭଲ ଖେଳ ପ୍ରଦର୍ଶନ କରୁଥିଲେ I ଏବଂ ଆମ କୁ ଏହି ଲକ୍ଷ କୁ ପୁରା କରିବା ର ଥିଲା I ଏହି କାରଣ ରୁ ମୁ ଆମ ଖେଳାଳି ଙ୍କ ଉପରେ ବିରକ୍ତ ହେଇଯାଇଥିଲି I