Breaking : ଘନୀଭୂତ ହେଲା ଲଘୁଚାପ, ଏବେ ଏହି ସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା, IMD ଦେଲେ ସୂଚନା

ଏବେ ଏବେ ପାଣିପାଗ ବିଭାଗ ପକ୍ଷରୁ ଲଘୁଚାପ କୁ ନେଇ ନୂଆ ସୂଚନା ଦେଲା IMD ତେବେ IMD ପକ୍ଷରୁ ଜାରି ନୂଆ ସୂଚନା ଅନୁସାରେ ଉତ୍ତର ବଙ୍ଗୋପ ସାଗର ତଥା ଓଡିଶା ଉପକୂଳ ସହ ପଶ୍ଚିମ ବଙ୍ଗ ଗାଁଗେଂୟଉପତ୍ୟକା ମଧ୍ୟରେ ସୃଷ୍ଟି ଲଘୁଚାଓ ଟି ଘନୀଭୂତ ହେବାରେ ଲାଗିଛି ଏହାର ପ୍ରଭାବରେ 8 ଟି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ ଏହା ସହ 13 ଜିଲ୍ଲାକୁ ପ୍ରବଳ ବର୍ଷା ସହ ବଜ୍ରପାତ କୁ ନେଇ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି |

ତେବେ ସୄସ୍ଠ ଲଘୁଚାପ ଟି ଏବେ ଓଡିଶା ଉପକୂଳ ଛୁଇଁବା ସହ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡିଶା ଅତିକ୍ରମ କରିବା ସହ ଏହା ଝାଡ଼ଖଣ୍ଡ ଓ ଛତିଶଗଡ଼ ଆଡକୁ ମୁହାଁଇବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ତେବେ ଏହାର ପ୍ରଭାବରେ ଆଜି ଠାରୁ ଆସନ୍ତା 3 ଦିନ ରାଜ୍ୟରେ ହାଲୁକା ମଧ୍ୟମ ବର୍ଷା ସହ ଗୋଟେ କିମ୍ବା ଦୁଇଟି ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି |

ଏହା ସହ ସୄସ୍ଠ ଲଘୁଚାପ ଯୋଗୁ ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି ଏବେ ସାରା ଓଡ଼ିଶାରେ ମୌସୁମୀ ପ୍ରଭାବ ଦେଖିବାକୁ ମିଳିଛି ବିଶେଷ କରି ଉପକୂଳ ଜିଲ୍ଲା ଠାରୁ ଦକ୍ଷିଣ ଓଡିଶା ପର୍ଯ୍ୟନ୍ତ ସବୁଆଡେ ମୌସୁମୀ ପ୍ରଭାବ ରୁ ବର୍ଷା ଜାରି ରହିଛି ଏବଂ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ଦେଖିବାକୁମିଳୁଛି ବିଶେଷ କରି ଆଜି ସଖାଳୁ ଅଧିକାଂଶ ସ୍ଥାନରେ ପ୍ରବଳ ଗୁଳୁବୁଲି ଅନୂଭତ ହେବ ନେଇ ମଧ୍ୟ ପାଣିପାଗ ବିଭାଗ ସୂଚନା ଦେଇଛି ଏହା ସହ ଏସବୁ ଜିଲ୍ଲା ମାନଙ୍କରେ ବଜ୍ରପାତ ର ସମ୍ଭାବନା ରହିଥିବା ବେଳେ ପ୍ରବଳ ବର୍ଷା ଦେଖିବାକୁ ମିଳିବ ବୋଲି ପାଣିପାଗ ବିଭାଗ ପକ୍ଷରୁ 13 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରିକରିଛି |

ତେବେ ଭାରତୀୟ ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଲଘୁଚାପ ଅଧିକ ଘନୀଭୂତ ହେବାରେ ଲାଗିଛି ଯାହାକି ଓଡିଶା ଉପକୂଳରେ ରହିଥିବାରୁ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଆଜି ବର୍ଷା ସମ୍ଭାବନା ରହିଛି ବିଶେଷ କରି ଉପକୂଳ ଜିଲ୍ଲା ସମେତ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଦେଖିବାକୁ ମିଳିବ ବିଶେଷ କରି 8 ଟି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ ତବେ ସେ ସବୁ ଜିଲ୍ଲା ଗୁଡିକ ହେଉଛି ସୁନ୍ଦରଗଡ଼ ଝାରସୁଗୁଡା ବରଗଡ଼ ଦେଓଗଡ଼ ସମ୍ୱଲପୁର ସହ ଅନୁଗୁଳ କେଉଁଝର ଓ ମୟୁରଭଞ୍ଜ ଏଇ 8 ଟି ଜିଲ୍ଲା ରେ ଆଜି ପ୍ରବଳ ରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ କୁ ନେଇ ମଧ୍ୟ ସତର୍କ କରାଇଛି ପାଣିପାଗ ବିଭାଗ |

ଏହା ସହ ପ୍ରବଳ ବର୍ଷା ନେଇ 13 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରିକରିଛି ପାଣିପାଗ ବିଭାଗ ବିଶେଷ କରି ବାଲେଶ୍ୱର ଭଦ୍ରକ କେନ୍ଦ୍ରାପଡା ଜଗତସିଂହପୁର ପୁରୀ ଖୋର୍ଦ୍ଧା କଟକ ସହ ଯାଜପୁର ଢେଙ୍କାନାଳ କଳାହାଣ୍ଡି ନବରଙ୍ଗପୁର କୋରାପୁଟ ଏବଂ ମାଲକାନଗିରି ଯାହାକି ଏଇ 13 ଟି ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହାଲୁକା ମାଧ୍ୟାଧାରଣ ବର୍ଷା ହେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି