ଯେପରି କି ଆପଣ ଜାଣିଛନ୍ତି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟ ରେ ତିରୁବନ୍ତପୁରମ ରେ ଦ୍ୱିତୀୟ ଟି 20 ମ୍ୟାଚ ର ଆୟୋଜନ ହେଇଯାଇଛି I ଏହି ମ୍ୟାଚ ରେ ୱେଷ୍ଟଇଣ୍ଡିଜ ଟିମ ବିଜେତା ମଧ୍ୟ ରହିଛି I ଏବଂ ସିରିଜ ରେ ୱେଷ୍ଟଇଣ୍ଡିଜ ଟିମ ବରାବରୀ ମଧ୍ୟ କରିଛି I ୱେଷ୍ଟଇଣ୍ଡିଜ ଦୀନେଶ ରାମଦିନ ଙ୍କୁ ସୁଯୋଗ ଦେଇନାହିଁ I କିନ୍ତୁ ସେ ଖେଳି ନ ଥିଲେ ମଧ୍ୟ କିଛି ଏପରି କାମ କରିଛନ୍ତି ଯାହା କୁ ନେଇ ବେଶ ଚର୍ଚା ରେ ରହିଛନ୍ତି I
ମ୍ୟାଚ ପୂର୍ବ ରୁ ଦୀନେଶ ରାମଦିନ ଯେତେବେଳେ ମୈଦାନ କୁ ଯାଉଥିଲେ ସେତେବେଳେ ଏକ 4 ବର୍ଷ ର ପିଲାଟି କୁ ଦେଖି ତାହା ସହ କଥା ହେଇଥିଲେ I ଦୀନେଶ ରାମଦିନ ପିଲାଟି ପାଖ କୁ ଯାଇ ମ୍ୟାଚ ର ଟିକେଟ ଦେଇଥିଲେ I ଏହା ଦେଖି ପିଲାଟି ବେଶ ଖୁସି ହେଇଥିଲା I ପିଲାଟି ର ପରିବାର ଲୋକେ ମଧ୍ୟ ବେଶ ଖୁସି ଥିଲେ I
Probably one of the cutest things on the internet today 😍. Denesh Ramdin makes a stop on his way to the match to present this cute 4-year old fan with tickets and a gift ahead ot the 2nd T20I! ❤💛 #MenInMaroon #ItsOurGame pic.twitter.com/2ukI9hNNv2
— Windies Cricket (@windiescricket) 8 December 2019
ଦୀନେଶ ରାମଦିନ ଙ୍କ ର ଏହି ଉଦାର ଭାବନା ଦେଖି ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ମଧ୍ୟ ଖୁସି ହେଇଥିଲା I ସେ ଏହି ଫୋଟୋ ଟି କୁ ନିଜ ର ଅଧିକାରୀଙ୍କ ଟ୍ୱିଟ ଆକାଉଣ୍ଟ ରେ ସେୟାର କରିଥିଲେ I ଦୀନେଶ ରାମଦିନ ଦ୍ୱିତୀୟ ଟି 20 ମ୍ୟାଚ ପାଁଇ ମୈଦାନ କୁ ଯିବା ସମୟ ରେ ଏହି ଦୃଶ୍ୟ ଦେଖିବା କୁ ମିଳିଥିଲା I
ଗ୍ରୀନ ଫିଲଡ ଅନ୍ତରାଷ୍ଟ୍ରୀୟ ଷ୍ଟାଡିୟମ ରେ ୱେଷ୍ଟଇଣ୍ଡିଜ ଟିମ ଭାରତ କୁ 171 ରନ ର ଲକ୍ଷ ଦେଇଥିଲା I ଭାରତ ତରଫରୁ ଶିବମ ଦୁବେ ସବୁଠାରୁ ଅଧିକ 54 ରନ କରିଥିଲେ I ୱେଷ୍ଟଇଣ୍ଡିଜ ଟିମ ର ଲ୍ୟାଣ୍ଡଲ 67 ରନ ଓ ଏବିନ 40 ରନ କରିଥିଲେ I ୱେଷ୍ଟଇଣ୍ଡିଜ ଟିମ ମାତ୍ର 18.3 ଓଭର ରେ ଦୁଇଟି ଵିକେଟ ହରାଇ ବିଜୟ ହାସିଲ କରିଥିଲା I