ପୁଣି ଥରେ ବାପା ହେଲେ କେଜିଏଫର ଅଭିନେତା ୟସ, ପତ୍ନୀ ରାଧିକା ଦେଲେ ଦ୍ଵିତୀୟ ସନ୍ତାନଙ୍କୁ ଜନ୍ମ

ପିତା ମାତା ହେବା ଦୁନିଆ ର ସବୁଠାରୁ ବଡ଼ ସୌଭାଗ୍ୟ ଅଟେ I ପ୍ରଥମ ସନ୍ତାନ ଟି କୁ ନେଇ ପିତାମାତା ବହୁତ ଖୁସି ହେଇଥାନ୍ତି I କିନ୍ତୁ ଦ୍ୱିତୀୟ ପିଲା ଟି କୁ ନେଇ ମଧ୍ୟ ପିତାମାତା ଆହୁରି ଅଧିକ ଖୁସି ହେଇଥାନ୍ତି I ବର୍ତମାନ ର ସୂଚନା ଅନୁସାରେ କେଜିଏଫ ଫିଲ୍ମ ର ଅଭିନେତା ୟଶ ପିତା ହେବାର ସୌଭାଗ୍ୟ ପ୍ରାପ୍ତି କରିଛନ୍ତି I ଏବଂ ତାଙ୍କ ଦର୍ଶକେ ମଧ୍ୟ ଅନେକ ଅନେକ ସୁଭେତ୍ସା ଓ ଶୁଭକାମନା ଜ୍ଞାପନ କରିଛନ୍ତି I

ପୁଣି ଥରେ ପିତା ହେଇଛନ୍ତି ୟଶ
କନ୍ନଡ଼ ଫିଲ୍ମ ର ଷ୍ଟାର ୟଶ ଓ ରାଧିକା ପଣ୍ଡିତ ଦ୍ୱିତୀୟ ଥର ପିତାମାତା ହେଇଛନ୍ତି I ରାଧିକା 30 ଅକ୍ଟୋବର ସକାଳେ ବ୍ୟଙ୍ଗଲୋର ର ଏକ ହସ୍ପିଟାଲ ରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି I ଏହା ପୂର୍ବ ରୁ ୟସ ଙ୍କ ର ଏକ କନ୍ୟା ସନ୍ତାନ ଜନ୍ମ ହେଇଥିଲା , ପ୍ରଥମ ଝିଅ ର ନାମ ଆୟାରା I ଆୟାରା ଙ୍କ ର ଜନ୍ମ 2 ଡିସେମ୍ବର 2018 ରେ ହେଇଥିଲା I ବର୍ତମାନ ତାଙ୍କ ର ଏକ ପୁତ୍ର ସନ୍ତାନ ଜନ୍ମ ହେବାକୁ ନେଇ ସେ ବେଶ ଖୁସି ଅଛନ୍ତି I ୟଶ ବର୍ତମାନ ଏକ ଭିଡିଓ ସେୟାର କରିଛନ୍ତି ଯାହା କୁ ତାଙ୍କ ଫ୍ୟାନ୍ସ ମାନେ ବେଶ ପସନ୍ଦ କରିଛନ୍ତି I


ଏଠାରେ ରାଧିକା ଙ୍କ ର କଥା ଦେଖିଲେ ସେ ନିଜ ର ପ୍ରଥମ ସନ୍ତାନ ପରେ ପିଲାଟି ର ଦେଖାଶୁଣା ରେ ଅଧିକ ସମୟ ବିତାଇଥିଲେ I ବର୍ତମାନ ସମୟ ରେ ରାଧିକା ଠିକ ରେ ସୋଉନାହାନ୍ତି କାରଣ ସେ ନିଜ ପିଲାଟି ର ଦେଖାଶୁଣା ରେ ନିଜ କୁ ଅଧିକ ବ୍ୟସ୍ତ ରଖିଛନ୍ତି I କାରଣ ଛୋଟ ପିଲାଟି ସର୍ବଦା କାନ୍ଦିଥାଏ ଓ ସେ ପିଲାଟି ର ଦେଖାଶୁଣା ରେ ନିଜ କୁ ବ୍ୟସ୍ତ ରଖିଛନ୍ତି I